ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାରସକଣା ଡାକ୍ତରଡାକ୍ତରଖାନା ପରିସରରେ ଅଗ୍ନିକାଣ୍ଡ

 ମୟୂରଭଞ୍ଜ– ୧୪/୪ (ମସିହା)ମେଡିକାଲ୍‌ ପରିସରରେ ଲାଗିଲା ନିଆଁ ନିଆକୁ ଆୟତ୍ତ କରିବାରେ ନାକେଦମ ହେବାକୁ ପଡିଥିଲା ଅଗ୍ନିଶମ ବିଭାଗକୁ ତେବେ ନିଆଁର ପ୍ରଖର ଏତେ ମାତ୍ରା ଥିଲାଯେ ବଜାର ଧୁଆଁ ମୟ ହୋଇଯାଇଥିଲା । ଏଭଳି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ସାରସକଣା ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ । ତେବେ ମେଡିକାଲଟି ଅଳିଆ ଆବର୍ଜନାରେ ବର୍ଷ ବର୍ଷ ଧରି ଭରି ରହିଥିବା ବେଳେ କେହି ଜଣେ ଦୁର୍ବୁତ୍ୱ ନିଆଁ ଲଗେଇ ଦେଇଥିବା ଅନୁମାନ କରାଯାଏ । ରାଜ୍ୟରେ ୪୨ ଡିଗ୍ରୀ ତାତି ସାଙ୍ଗକୁ ନିଆଁର ତାତି ରେ ସାରସ କଣା ଅଗ୍ନିଶମ ଅଧିକାରୀ ଙ୍କୁ ନିଆଁ କୁ ଆୟତ୍ୱ କରିବାକୁ ନାକେଦମ ହେବାକୁ ପଡିଥିଲା । ତେବେ କୌଣସି କ୍ଷତି ହୋଇନାହି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ପୋଡି ଗଲା ଟ୍ରାନ୍ସଫର୍ମର, ସାତ ଦିନ ହେଲା ଅନ୍ଧାରରେ ସମରଚଚରା ଗ୍ରାମ 

masiha

ବି.ବି. ହାଇସ୍କୁଲ,ଢେଙ୍କାନାଳରେ ନେତାଜୀ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ -୨୦୨୩ ଅନୁଷ୍ଠିତ

Sunil Chandra Nayak

ଜୁନାଗଡ଼ ବ୍ଲକ ସ୍ତରୀୟ “ସୁରଭି” କାର୍ଯ୍ୟକ୍ରମ , ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!