ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବୈଦ ସାହୁ ଙ୍କ ପରଲୋକ 

ବୈଦ ସାହୁ ଙ୍କ ପରଲୋକ 

ଭବାନିପାଟଣା/ବୈଦ ସାହୁ (59)  ସେ ଆମ ଗହଣରେ ଆଉ ନାହାନ୍ତି. ଭବାନୀପାଟଣା ଶମ୍ଭୁନଗର ପଡା ସ୍ଥିତ ସ୍ଵର୍ଗତ ସାହୁ ଟିଟିଲାଗଡ ରେ ଜନ୍ମିତ. ସେ ସ୍ପାଇନାଲ୍ ସମସ୍ୟା ରେ ପୀଡିତ ହୋଇ 59 ବର୍ଷ ବୟସରେ ପରଲୋକ ହୋଇଯାଇଛନ୍ତି. ସେ ଜଣେ ମିଷ୍ଟ ଭାଷୀ, ପରୋପକାରୀ ଓ ସ୍ନେହୀ ମଣିଷ ଟିଏ ଥିଲେ. ବଲାଙ୍ଗୀର ଜିଲ୍ଲାର ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ କର୍ମଚାରୀ ଥିଲେ. ତାଙ୍କ ମୃତ୍ଯ ଶଯ୍ୟା ନିକଟରେ ଦଇ ଝିଅ ସଂଯୁକ୍ତା, ସଙ୍ଗୀତା, ପୁତ୍ର ଶଙ୍କର,ସୁନିଲ, ବୋହୁ,ଜାମାତା, ନାତୀ ନାତୁଣୀ ବନ୍ଧୁବାନ୍ଧବ ପ୍ରମୂଖ ଉପସ୍ଥିତ ରହି ଶେଷ ଦର୍ଶନ କରିଥିଲେ. ତାଙ୍କ ମୃତ୍ୟୁ ରେ ଭବାନୀପାଟଣା ଓ ଟିଟିଲାଗଡ ର ପରିଚିତ ମହଲରେ ଶୋକର ଛାୟା ଖେଳିଯାଇଛି.।

ବିଷ୍ଣୁ ଚରଣ ସ୍ବାଇଁ ଙ୍କ ରିପୋର୍ଟ୍ 

Related posts

ସାପ ନାଁ ଶୁଣିଲେ ସୃଷ୍ଟି ହୁଏ ଭୟ

Sunil Chandra Nayak

ନର୍ଲା ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୫ ଆୟୋଜିତ

Sunil Chandra Nayak

ଡିସୈାଜା ସ୍କୁଲର ୬୬ତମ ବାର୍ଷିକୋତ୍ସବ 

masiha

Leave a Comment

error: Content is protected !!