ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂତନ ସଡିପିଓ ଯୋଗଦାନ

ନୂତନ ସଡିପିଓ ଯୋଗଦାନ

ନୂଆପଡା ଜିଲ୍ଲା ଖଡ଼ିଆଳ ଏସଡିପିଓ ଭାବରେ ଉପେନ୍ଦ୍ର ପ୍ରଧାନ ଯୋଗଦାନ କରିଛନ୍ତି। ସେ ୨୦୦୫ ବ୍ୟାଚର ଓପିଏସ ଅଟନ୍ତି ।ଖଡ଼ିଆଳ ଏସଡିପିଓଙ୍କ ଅଧୀନରେ ଖଡ଼ିଆଳ, ସିନାପାଲି ଓ ବୋଡେ଼ନ ଥାନା ଅନ୍ତର୍ଭୁକ୍ତ। ପୂର୍ବରୁ ଶ୍ରୀ ପ୍ରଧାନ ଯାଜପୁର ଜିଲ୍ଲାର ଯାଜପୁର ରୋଡ ଠାରେ ଏସଡିପିଓ ଭାବରେ ଚାରି ବର୍ଷ ଧରି ଦାଇତ୍ୱରେ କାର୍ଯ୍ୟ କରୁଥିଲେ। ଖଡ଼ିଆଳ ଥାନାରେ ଯୋଗ ଦେଇ ଥିବାବେଳେ ତାଙ୍କୁ ଖଡ଼ିଆଳ ଥାନା ଅଧିକାରୀ ଦିଲୀପ କୁମାର ସାହୁ, ଓ ଅନ୍ୟ କର୍ମଚାରୀ ମାନେ ସ୍ୱାଗତ କରିଥିଲେ। ଖଡ଼ିଆଳ ଅଞ୍ଚଳର ଜନସାଧାରଣ କିପରି ଠିକ ନ୍ୟାୟ ପାରିବେ ସେନେଇ କାର୍ଯ୍ୟ କରିବା ସହିତ ସମସ୍ତଙ୍କ ସହଯୋଗରେ କାର୍ଯ୍ୟ କରିବେ ବୋଲି ପ୍ରକାଶ କରିଥିଲେ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଅପହରଣ ସନ୍ଦେହ କରି ଦୁଇ ଜଣ ନିଶାସକ୍ତ ଯୁବକଙ୍କୁ ନିସ୍ତୁକ ମାଡ଼

masiha

ପରିବେଶର ସୁରକ୍ଷା ପାଇଁ ଅନ୍ତର୍ଭୁକ୍ତୀ କରଣ ପରିଯୋଜନା : ଡ଼. ପଦ୍ମଚରଣ

Sunil Chandra Nayak

ଜଙ୍ଗଲକୁ ନିଆଁ ଦାଉରୁ ସୁରକ୍ଷା ପାଇଁ ଆଲୋଚନା ଚକ୍ର

Sunil Chandra Nayak

Leave a Comment

error: Content is protected !!