ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବସ୍ତାରେ କୋର୍ଟ ଚାଲିଥିବା ବେଳେ ଅଘଟଣ ‐ଫ୍ଯାନ ଖସିପଡି ସରକାରୀ ଓକିଲ ଗୁରୁତର 

ବସ୍ତାରେ କୋର୍ଟ ଚାଲିଥିବା ବେଳେ ଅଘଟଣ ‐ଫ୍ଯାନ ଖସିପଡି ସରକାରୀ ଓକିଲ ଗୁରୁତର 

ବସ୍ତା 06/07:-ବସ୍ତା ଜେ ଏମ ଏଫ ସି କୋର୍ଟ ଭିତରେ ଜର୍ଜ ସିଲଭାଷା ବଡଜେନା ଉପସ୍ଥିତରେ କୋର୍ଟ କାର୍ଯ୍ଯ ଚାଲିଥିବା ବେଳେ ସରକାରୀ ଓକିଲ ଜିତେନ୍ଦ୍ର ଉପାଧ୍ଯାଙ୍କ ମୁଣ୍ତ ଉପରେ ବୁଲୁ ଥିବା  ଫ୍ଯାନ ହଠାତ ଖସିପଡିଥିଲା।ଯାହାଫଳରେ ଉପାଧ୍ଯାୟଙ୍କୁ ତୁରନ୍ତ ବସ୍ତା ଡାକ୍ତରଖାନାକୁ ନିଆଯାଇଥିଲା।ତେବେ ପରିସ୍ଥିତି ଅଣ ଆୟତ ହେବାରୁ ତାଙ୍କୁ ବାଲେଶ୍ବର ମୂଖ୍ଯ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି ।ତେବେ ଏପରି ବିପଦ ସଂଙ୍କୁଳ ଅବସ୍ଥାରେ କୋର୍ଟ ଚାଲୁଥିବାରୁ ସରକାରୀ ଓକିଲ ପ୍ରଣବ ରଞନ ମିଶ୍ର, ଅଶିତ ନାୟକ, ଗୌତମ ମହାନ୍ତି,ସରୋଜ ଜେନା,ପ୍ରସନ୍ନ ଜେନା ସମେତ ସମସ୍ତ ଓକିଲ ଓ କିରାନି କ୍ଷୋଭ ପ୍ରକାଶ କରିଛନ୍ତି। 

ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ବନ୍ଧୁଗାଁ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରର ପରିମଳ ଓ ସ୍ୱାସ୍ଥ୍ୟ ସେବା ପରଖିଲେ କାୟାକଳ୍ପ ଟିମ୍ 

masiha

ନବରଙ୍ଗପୁର ଜିଲ୍ଲାରେ “ଏକତା ପଦଯାତ୍ରା” ପ୍ରଥମ ଦିନ ମହାସମାରୋହରେ ଅନୁଷ୍ଠିତ

Sunil Chandra Nayak

ନବରଙ୍ଗପୁର ଜିଲ୍ଲା ଟପ୍ପର ହେଲେ ଅର୍ପିତା ଏ-୧ରେ ୧୬,ଏ-୨ରେ୨୨ ଉତ୍ତୀର୍ଣ୍ଣ, ପୁଅଙ୍କ ଠାରୁ ଆଗରେ ଝିଅ

Leave a Comment

error: Content is protected !!