ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଖିଳ ଓଡିଶା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସଂଘ ପକ୍ଷରୁ ବୃକ୍ଷ ରୋପଣ ଓ ବୃଦ୍ଧା ବୃଦ୍ଧ ଙ୍କୁ ଛତା ବଣ୍ଟନ

ଅଖିଳ ଓଡିଶା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସଂଘ ପକ୍ଷରୁ ବୃକ୍ଷ ରୋପଣ ଓ ବୃଦ୍ଧା ବୃଦ୍ଧ ଙ୍କୁ ଛତା ବଣ୍ଟନ 

ଡାବୁଗାଁ, ୬/୮ (ମ.ନି.ସ.) ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ କେଲିଆ ଶୈବପୀଠ ଓ କୁମୁଝରିଆଗୁଡା ଗ୍ରାମରେ ଅଖିଳ ଓଡିଶା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସଂଘ ପକ୍ଷରୁ ବୃକ୍ଷ ରୋପଣ ଓ ବୃଦ୍ଧା ବୃଦ୍ଧ ଙ୍କୁ ଛତା ବଣ୍ଟନ କାର୍ଯ୍ୟକ୍ରମ ବୁଧବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି | ଏଥିରେ ପ୍ରଥମେ କେଲିଆ ଶୈବପୀଠରେ ଆମ୍ବ, ପିଜୁଳି, ଚମ୍ପା, ଆତ ଓ ପଣସ ବୃକ୍ଷ ମୋଟ ୧୫ ଟି ରୋପଣ କରାଯାଇଥିଲା | ଏହାପରେ କୁମୁଝରିଆଗୁଡା ଗ୍ରାମରେ ୧୫ ଜଣ ବୃଦ୍ଧାବୃଦ୍ଧ ମାନଙ୍କୁ ଛତା ବଣ୍ଟନ କରଯାଇଥିଲା | ଏହି କାର୍ଯ୍ୟକ୍ରମରେ ଅଖିଳ ଓଡିଶା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସଂଘର ରାଜ୍ୟ ସଭାପତି ତଥା ଡାବୁଗାଁ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଯତୀନ ପାଣିଗ୍ରାହୀ, ଉପସଭାପତି ସ୍ଵର୍ଣ୍ଣ ସାରିକା, ସମ୍ପାଦକ ଗୋରାଙ୍ଗ କୁଆଁର, ସଦସ୍ୟ ପ୍ରିୟଦର୍ଶନୀ ମହାପାତ୍ର, ପ୍ରକାଶ ସାହୁ ଓ ଗୋପାଳକୃଷ୍ଣ ବାରିକ ପ୍ରମୁଖ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ओटीटी प्लेटफॉर्म की सामग्री पर सख्त नियंत्रण की मांग अखिल भारतीय साहित्य परिषद द्वारा सांस्कृतिक गौरव की रक्षा के लिए आवाज बुलंद

Sunil Chandra Nayak

ବିକାଶ ସମ୍ପ୍ରଦାୟ ପାଇଁ ଏକତା (SOLID) କରୁଣା ଶାନ୍ତି +2 ବିଜ୍ଞାନ ଏବଂ ଧନ୍ଦାମୂଳକ ତାଲିମ ଆବାସିକ କ୍ୟାମ୍ପସରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ

masiha

ବାଲ୍ୟ ବିବାହ ରୋକିଲା ପ୍ରଶାସନ

Sunil Chandra Nayak

Leave a Comment

error: Content is protected !!