ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୟନୀୟ ଅବସ୍ଥାରେ ତେରେସିଂହା କେନାଲ

ଦୟନୀୟ ଅବସ୍ଥାରେ ତେରେସିଂହା କେନାଲ

କର୍ଲାମୁଣ୍ଡା: ଉତେଇ ଜଳସେଚନ ପ୍ରକଳ୍ପ ଅଧୀନ ତେରେସିଂହା କେନାଲର ଅବସ୍ଥା ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ପଡ଼ିରହିଛି I କେନାଲ ବେଡ୍‌ ସଫେଇ ହେଉ ନ ଥିବାରୁ ଅନେକ ସମୟରେ କେନାଲ ଭାଙ୍ଗି ଯାଉ ଥିବା ଦେଖାଯାଏ I ଫଳରେ ଚାଷୀମାନେ ପାଣି ପାଇବାରୁ ବଞ୍ଚିତ ହେଉଛନ୍ତି I ମରାମତି କି ସଫେଇ କରାଯାଇ ନଥିବାରୁ ଚାଷୀମାନେ କେନାଲ ପାଣି ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି I ଏଣୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହେଉଛି I

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ବହଳଦା: ଗାଡି ପାର୍କିଂ ପାଇ ସ୍ବତନ୍ତ୍ର ସ୍ଥାନ ଅଭାବ , ଗ୍ରାହକ, ପଥଚାରୀ ତଥା ସାଧାରଣ ଲୋକେ ଅଡୁଆରେ

masiha

ବିଦ୍ୟାଳୟ ତରଫରୁ ଏ-୧ ଛାତ୍ରଙ୍କୁ ସମ୍ବର୍ଦ୍ଧନା

masiha

ହର୍ଷୋଲ୍ଲାସରେ ପାଳିତ ହେଲା ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜ ଦେଓଙ୍କର ୧୫୪ ତମ ଜନ୍ମ ଜୟନ୍ତୀ

masiha

Leave a Comment

error: Content is protected !!