ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ ଠାରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ୭୯ ତମ ସ୍ବାଧିନତା ଦିବସ ପାଳିତ

ଧର୍ମଗଡ ଠାରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ୭୯ ତମ ସ୍ବାଧିନତା ଦିବସ ପାଳିତ

ଧର୍ମଗଡ ଠାରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ୭୯ ତମ ସ୍ବାଧିନତା ଦିବସ ତିନି ଛକ ଠାରେ ପାଳିତ ହୋଇଯାଇଛି। 

ବରିଷ୍ଠ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସନ୍ତୋଷ କୁମାର ଜଗତ ଜାତୀୟ ପତାକା ଉତ୍ତୋଳନ କରି ସ୍ଵାଧୀନତା ଦିବସର ତାତ୍ପର୍ଯ୍ୟ ବିଷୟରେ ଆଲୋକପାତ କରିଥିଲେ । ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ର ଧର୍ମଗଡ ବ୍ଲକ ସଭାପତି କବିରାଜ ଦୂର୍ଗା, କାର୍ଯ୍ୟକାରୀ ସଭାପତି ସୁବାଷ ସାହୁ, ଉପ ସଭାପତି ପ୍ରମୋଦ କୁମାର ହଂସ,ସମ୍ପାଦକ ରାଜେନ୍ଦ୍ର କୁମାର ଭୋଇ, ସହ ସମ୍ପାଦକ ଧରଣୀ ଧର ଧଙ୍ଗଡା ମାଝୀ, କୋଷାଧ୍ୟକ୍ଷ ପ୍ରତାପ ଆଚାର୍ଯ୍ୟ, ଉପଦେଷ୍ଠା ମଣ୍ଡଳୀର ବରିଷ୍ଠ ସଦସ୍ୟ ବବ୍ରୁ ବାହନ ଯୋଷୀ, ଫୁଲେଶ୍ୱର ସେନାପତି, ଅବସର ପ୍ରାପ୍ତ ବିଇଓ ଲୋକନାଥ ବେହେରା, ଗୌର ଚନ୍ଦ୍ର ନାଏକ, ଜଳନ୍ଧର ଗଉଡ଼, ଜବାହାର ଲାଲ ବାଗ, ହୃଷୀକେଶ ବାଗ, କରୁଣା କର ନାଏକ, ଭୂଜବଲ ଗୋପାଲ, ଦୟାନିଧି ବଛା ଏହି ଅବସରରେ ଉପସ୍ଥିତ ରହିଥିଲେ। ସମସ୍ତେ ମିଳିତ ଭାବେ ଜାତୀୟ ସଙ୍ଗୀତ ଗାନ କରି ତ୍ରିରଙ୍ଗା କୁ ସମ୍ମାନ ଜଣାଇ ଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ……

Related posts

ଶ୍ରୀ ରାମ କୁଟୀରରେ ସ୍ବର୍ଗତ ଉମାଦେବୀଙ୍କ ଶ୍ରଦ୍ଧାଞ୍ଜଳି ଅର୍ପଣ

masiha

ଦିନ ମଜୁରିଆ ପୁଅ ବିଜୟ ଯୁକ୍ତ ଦୁଇ କଳା ରେ ଧରାକୋଟ ବ୍ଲକ ଟପର 

ବନ୍ଧୁଗାଁ ବ୍ଲକର ଚାଷୀ ହାଇବ୍ରିଡ଼ ମକା ଚାଷକରି ସ୍ୱାଭଲମ୍ଭି ହୋଉଛନ୍ତି 

Sunil Chandra Nayak

Leave a Comment

error: Content is protected !!