ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଟ୍ରାକଟର ଓ କାର ଧକ୍କା ରେ କାର ଜଳିଗଲା

ଉତ୍କେଲା,୦୧/୦୫,(ମ ନି ସ)  ,କେସିଙ୍ଗ।ଥାନା ଖଜୁରପଡା ଛକ ପାଖରେ ରାତି ୮ ଟା ସମୟରେ କେସିଙ୍ଗା ପଟରୁ ଲାଞ୍ଜିଗଡ଼ କୁ ଯାଉଥିବା ଏକ କାର ମାଲିକ ନିଜେ ଚଳାଇ ଯାଉଥିବା ସମୟରେ ଏକ ଟ୍ରାକଟର OD08 4640 ସହ ଧକ୍କା ହେବା ଫଳରେ କାରଟି ହୁତୁହୁତୁ ହୋଇ ଜଳି ଯାଇଥିଲା। କାର ଟି ର ନମ୍ବର C G 12 R 3541 ଥିବାବେଳେ  କାର ମାଲିକ ଜଳିବା ପୁର୍ବରୁ ବାହାରି ପଡିଥିଲେ। ଟ୍ରାକଟର ଡ୍ରାଇଭର ଟି ଫେରାର ହୋଇଥିବା ବେଲେ ଉତ୍କେଲା ପୋଲିସ ପହଞ୍ଚି ତଦନ୍ତ କରୁଥିବା ଜଣାପଡିଛି।

    ଉତ୍କେଲା ରୁ ଅର୍ଜୁନ ପୋଢ ଙ୍କ ରିପୋର୍ଟ

 

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ଆମେରେ ଅମୃତ ସନ୍ତାନ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୫ତମ ଜୟନ୍ତୀରେ ସହରର ବିଭିନ୍ନ ସଂଗଠନ ତରଫରୁ ଶ୍ରଦ୍ଧାଞ୍ଜଳି

Sunil Chandra Nayak

Leave a Comment

error: Content is protected !!