ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲଗାଣ ବର୍ଷା ରେ ହାଜାମ ଙ୍କ ଘର ଭାଙ୍ଗିଲା 

ଲଗାଣ ବର୍ଷା ରେ ହାଜାମ ଙ୍କ ଘର ଭାଙ୍ଗିଲା 

ମୟୂରଭଂଜ -୨୨/୦୮ —  ମୟୁରଭଞ୍ଜ ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି l ବର୍ଷା ପ୍ରଭାବ ରେ ଜିଲ୍ଲାର ବିଜାତଳା ବ୍ଲକ ର ଚଢେଇ ପାହାଡି ପଞ୍ଚାୟତ ଫୁଲବାଡିଆ ଗ୍ରାମରେ ଘର ଭାଙ୍ଗି କରି ଦେଇଛି ଅସହାୟ ପରିବାରକୁ l ସୂଚନା ଅନୁଯାଇ ଗ୍ରାମର ହାଜlମ ହାଁସଦା ଆଜି ଦିନ ରେ ଲଗାଣ ବର୍ଷା ପ୍ରଭାବ ରେ ବଖରା ଘର କାନ୍ଥ ଭୁଶୁଡି ପଡିଛି l ଘର ଭିତରେ ପରିବାର ଲୋକେ ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତୀ ଯାଇଛନ୍ତି l ଘର ଭାଙ୍ଗି ଯିବା ଫଳରେ ଅସହାୟ ହୋଇଯାଇଛନ୍ତି ପରିବାର l ସେହିପରି ବିଜାତଳା ବ୍ଲକ ରେ ଲଘୁଚାପ ଜନିତ ଲଗାଣ ବର୍ଷାଯୋଗୁଁ ବହୁତ ଲୋକ ଙ୍କ ଘରଦ୍ୱାରା ଭାଙ୍ଗିଯିବା ସହିତ ରାସ୍ତା ରେ ଖାଲ ଖମାରେ ପାଣି ଜମି ରହୁଥିବାରୁ ଯାତାୟାତ ରେ ବାଧାପ୍ରାପ୍ତ ହେଉଛି। ତେଣୁ ଜିଲାପାଳ ଏ ଦିଗରେ ସ୍ୱତନ୍ତ୍ର ଦୃଷ୍ଟି ଦେଇ ତୁରନ୍ତ ବିଭାଗ ତରଫରୁ ରାସ୍ତା ମରାମତି କରିବା ସହ କ୍ଷତି ଗ୍ରସ୍ତ ପରିବାର କୁ ସରକାରୀ ସହାୟତା ଯୋଗେଇ ଦେବା ପାଇଁ ସାଧାରଣ ରେ ଦାବୀ ହେଉଛି।

ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ବେଟି ବଚାଓ ବେଟି ପଢ଼ାଓ ଯୋଜନାର ୧୦ ବର୍ଷ ପୂର୍ତ୍ତି ଅବସରରେ ପାଳନ ଉତ୍ସବ

masiha

ଇନ୍ଦ୍ରାବତୀ ଜଳବନ୍ଦୀରୁ ମୁଖ୍ୟ ସ୍ରୋତରେ ସାମିଲ ହେବ ୧୬ ଗାଁ , ୧୨୫ କୋଟି ୬୧ ଲକ୍ଷ ବ୍ୟୟ ଅଟକଳ ମଞ୍ଜୁର , ଇନ୍ଦ୍ରାବତୀ ଜଳ ଭଣ୍ଡାରରେ ନିର୍ମାଣ ହେବ ସେତୁ

କଙ୍କଡ଼ାହାଡ଼ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ପ୍ରବେଶ ଉତ୍ସବ

masiha

Leave a Comment

error: Content is protected !!