ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯୋଗ ଗୁରୁ ରାଜେଶ ଙ୍କୁ ବିଦ୍ୟା ବାଚସପତି (ହୋନରୀ ଡ଼କ୍ଟରଟ ସମ୍ମାନ ପ୍ରାପ୍ତ 

ଯୋଗ ଗୁରୁ ରାଜେଶ ଙ୍କୁ ବିଦ୍ୟା ବାଚସପତି (ହୋନରୀ ଡ଼କ୍ଟରଟ ସମ୍ମାନ ପ୍ରାପ୍ତ 

ରାୟଗଡା := ପଣ୍ଡିତ ଦିନ ଦୟାଲ ଉପାଧ୍ୟାୟ ହିନ୍ଦୀ ବିଦ୍ୟାପୀଠ ମଥୁରା ଦ୍ୱାରା ନିଉ ଦିଲ୍ଲୀ ସ୍ଥିତ କନଷ୍ଟୀଟୁଇନସକ୍ଲବ ରେ ଆୟୋଜିତ ଭବ୍ୟ ସମ୍ମାନ ସମାରୋହ ଅୟୋଜିତ ହୋଇଥିଲା l ଏହି ଅବସରରେ ଦେଶର ବିଭିନ୍ନ ପ୍ରଦେଶର 60 ଜଣ ବ୍ୟକ୍ତି ଙ୍କୁ ତାଙ୍କ କାର୍ଯ୍ୟ, ଯୋଗ୍ୟତା, ଚୟନ ପ୍ରକ୍ରିୟାରେ ସଫଳତା ପାଇବା ସହ ସେମାନଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନଜନକ ଡଃ ସମ୍ମାନ ପ୍ରଦାନ କରିଥିଲେ।

 ଏହି ସମାରୋହର ଅଧ୍ୟକ୍ଷ ମାନ୍ୟବର କୁଳପତି ଡକ୍ଟର ଇନ୍ଦୁ ଭୂଷଣ ମିଶ୍ର, ମୁଖ୍ୟ ଅତିଥି, ଝାନ୍ସୀ କୃଷିୟୁନିଭେର୍ସିଟି ର ପୂର୍ବତନ କୁଳପତି ପଦ୍ମଶ୍ରୀ ଡାଃ ଅରବିନ୍ଦ କୁମାର ଜି ମୁଖ୍ୟ ବକ୍ତା ଜାତୀୟ ପ୍ରବଚନ କର୍ତ୍ତl ଶୁଶ୍ରୀ ଦୀପା ମିଶ୍ରl, ବିଶିଷ୍ଟ ସମ୍ମାନିତ ଡଃ ସ୍ଵର୍ଣ୍ଣଲତା ପାଞ୍ଚାଳୀ , ପଦ୍ମଶ୍ରୀ ଡଃ ବିଶ୍ୱନାଥ ଜୀ ସମସ୍ତଙ୍କୁ ଙ୍କୁ ପ୍ରମାଣପତ୍ର, ପଦକ ଇତ୍ୟାଦି ପ୍ରଦାନ କରି ସମ୍ମାନିତ କରାଯାଇଥିଲା।

ଏହି ଅବସରରେ ରାୟଗଡା ଓଡିଶା ରେ ନିଜ ପରିଚୟ କରି ଥିବା, ସମ୍ମାନିତ ରାଜେଶ ଙ୍କୁ ଯୋଗ, ଆୟୁର୍ବେଦ , ରେ ଅତୁଳନୀୟ ଅବଦାନ ପାଇଁ ବିଦ୍ୟାବାଚସପତି (ହୋନରରୀ ଡ଼କ୍ଟରଟ ) ସମ୍ମାନ ରେ ସମ୍ମାନିତ କରlଗଲା ।

ଉପରୋକ୍ତ(ସମ୍ମାନଜନକ ଡକ୍ଟରେଟ୍) ପିତାମାତାଙ୍କ ଆଶୀର୍ବାଦ, ଯୋଗ ଗୁରୁ ଡଃ ହରିଭାଇ ଆର୍ଯନ୍ ଙ୍କ ପ୍ରେରଣା, ମାର୍ଗଦର୍ଶନ, ପରିବାର ର ସହଯୋଗ ଏବଂ ଶୁଭେଚ୍ଛୁ, ସହ-ଅନୁଗାମୀ, ଭାଇ ଓ ଭଉଣୀମାନଙ୍କ ପ୍ରେମ ଏବଂ ସମ୍ମାନ ପାଇଁ ଉତ୍ସର୍ଗୀକୃତ l

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ବିଜାତଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଜନ୍ମ ମୃତ୍ୟୁପ୍ରମାଣପତ୍ର ପାଇବା ବିଳମ୍ବ ନେଇ ଜନ ଅସନ୍ତୋଷ 

Sunil Chandra Nayak

ନବରଙ୍ଗପୁର ଓକିଲ ସଂଘ ନିର୍ଵାଚନ: ପ୍ରାର୍ଥୀ ପତ୍ର ପ୍ରତ୍ୟାହାର 

ପିଏମ୍ ଜନମନ ପରିଯୋଜନା ,ଟଲଣା ଶିବିରରେ ବ୍ୟାପକ ଜନସମାଗମ,ଦୁର୍ଗମ ଲହୁଣୀଖୁଣ୍ଟିରେ ତହସିଲ ଟିମ 

masiha

Leave a Comment

error: Content is protected !!