ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବାଲିଛାଇ ରେ ଜୁଆ ଚଢ଼ାଉ ୦୮ ଗିରଫ

ବାଲିଛାଇ ରେ ଜୁଆ ଚଢ଼ାଉ ୦୮ ଗିରଫ

ଆସିକା,୨୪/୦୮/୨୫ ଆସିକା ଥାନା ଅନ୍ତର୍ଗତ ବାଲିଛାଇ ଗ୍ରାମ ରେ ଚାଲିଥିବା ଜୁଆ ଆଡା ଉପରେ ପୋଲିସ ପକ୍ଷରୁ ଚଢ଼ାଉ କରି ୦୮ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୨୦ ହଜାର ୬୦୦ ଟଙ୍କା, ୦୪ ଗୋଟି ମୋବାଇଲ ଫୋନ ଜବ ଜବତ କରାଯାଇ ପାଇଛି । ବିଶେଷ ସୂତ୍ରରୁ ଖବର ପାଇ ଆସିକା ପୋଲିସ ର ଏକ ଟିମ ଜୁଆ ଖେଳ ଚାଲିଥିବା ଲିଥୁବା ଜାଗା ରେ ପହଂଚି ଅତର୍କିତ ଚଢ଼ାଉ ବେଳେ ଦିଲ୍ଲୀପ ଜେନା, ନାରାୟଣ ସେଠୀ, ବିଜୁ ଗୌଡ଼, ଦିଲ୍ଲୀପ ବିଷୋୟୀ, ବାଉରୀ ବନ୍ଧୁ ସାହୁ, ମନୋଜ ବିଷୋୟୀ, ଗଣ୍ଡୁ ବେହେରା, କୁନୁ ଗୌଡ଼, ପ୍ରମୁଖ କୁ ଗିରଫ କରିଛି । ତାଙ୍କ ଠାରୁ ଟଙ୍କା, ମୋବାଇଲ, ତାସ କାର୍ଡ ଜବତ କରିଥୁବା ପୋଲିସ ଠାରୁ ପ୍ରକାଶ । ଆଗକୁ ପାର୍ବଣ ଋତୁ ଆସୁଥିବାରୁ ପୋଲିସ ର ଏଭଳି ଚଢ଼ାଉ ଜାରି ରହିବ ବୋଲି ଥାନା ଅଧ୍କାରୀ କୁଳମଣୀ ସେଠୀ ପ୍ରକାଶ କରିଛନ୍ତି ।

ଆସିକା ରୁ ଶିବ ଶଙ୍କର ମିଶ୍ର ଙ୍କ ରିପୋର୍ଟ ମସିହା ନ୍ୟୁଜ

Related posts

ମରଣାନ୍ତକ ଆକ୍ରମଣ ପାଇଁ ଅଭିଯୁକ୍ତକୁ ୭ ବର୍ଷ ଜେଲ ଦଣ୍ଡାଦେଶ

Sunil Chandra Nayak

ବିଷ ପଈ ମହିଳାଙ୍କ ଆତ୍ମହତ୍ୟା 

Sunil Chandra Nayak

୧୪ ଚକିଆ ଟ୍ରକ ଧକ୍କାରେ ସାଇକେଲ ଆରୋହୀ ଗୁରୁତର

Sunil Chandra Nayak

Leave a Comment

error: Content is protected !!