ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଟୋ ଓଲଟି ୪ ଗୁରୁତର

ଅଟୋ ଓଲଟି ୪ ଗୁରୁତର

କାମାକ୍ଷାନଗର (ମନିସ)24/8/25 — କାମାକ୍ଷାନଗର ଥାନା ଆଳତୁମା ଗାଁ ନିକଟଟେ ଏକ ଅଟୋ ଦୁର୍ଘଟଣାରେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁସାରେ ଗତ କଲି ଅପରାହ୍ଣ ପ୍ରାୟ ପାଞ୍ଚଟାରେ ଅଟୋଟି ମହୁଲପାଳ ଗାଁରୁ ଲୋକଙ୍କୁ ନେଇ ବଡ଼ଝରା ଯାଉଥିବା ବେଳେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଏଥିଟେ ଅଟୋରେ ଥିବା ତପି ଦେହୁରୀ (୪୦), ପ୍ରିୟାଂଶୁ ଦେହୁରୀ (୮)), ଶୁଭଲକ୍ଷ୍ମୀ ଦେହୁର (୬) ଓ ସଂଜୀବ ସାହୁ (୪୦) ଗୁରୁତର ଆହତ ହୋଇଥିଲେ । ଗୁରୁତରମାନଙ୍କୁ ପ୍ରଥମେ କାମାକ୍ଷାନଗର ମେଡିକାଲ୍ ଓ ପରେ ଢେଙ୍କାନାଳ ସ୍ଥାନାନ୍ତଟ କରାଯାଇଛି। ଘଟଣାସ୍ଥଳରେ କାମାକ୍ଷାନଗର ପୁଲିସ ପହଞ୍ଚି ତଦନ୍ତ ଚଳାଇଛି ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ବାଲିଗୁଡା : ଗ୍ୟାସ ହାଣ୍ଡି ଫାଟି ଚିକେନ ଦୋକାନୀ ଗୁରୁତର

masiha

ଶିଖା ଟ୍ରଷ୍ଟ ପକ୍ଷରୁ ହରିଜନ ଓ ଆଦିବାସୀ ଛାତ୍ର ଛାତ୍ରୀ ମାନଙ୍କୁ ନିଶୁଳ୍କ ଶିକ୍ଷାଦାନ କାର୍ଯ୍ୟକ୍ରମ ଆରମ୍ଭ

Sunil Chandra Nayak

ସ୍ୱାସ୍ଥ୍ୟ ସେବକ ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା 

Sunil Chandra Nayak

Leave a Comment

error: Content is protected !!