ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୪୨ମୌଜାରେ ରୋନକ ମୋଟର୍ସ ୟାମା ସୋ ରୁମ ଉଦ୍ଘାଟିତ 

୪୨ମୌଜାରେ ରୋନକ ମୋଟର୍ସ ୟାମା ସୋ ରୁମ ଉଦ୍ଘାଟିତ 

କଟକ : ବୟାଳିଶ ମୌଜା ବ୍ରହ୍ମପୁର ସ୍ଥିତ କ୍ରିଷ୍ଣା ମଣ୍ଡପ ନିକଟରେ ଗଣେଶ ପୂଜା ଦିନ ସତ୍ୱାଧିକାରୀ ବସନ୍ତ କୁମାର ଦେବତାଙ୍କର ଏକ ରୋନକ ମୋଟର୍ସ ୟାମା ସୋ ରୁମ ଖୋଲାଯାଇଅଛି। ୟାମା ଡିଲର ପିଏମଜି ମୋଟର ମ୍ୟାନେଜିଙ୍ଗ ପାର୍ଟନର ମନୋରଞ୍ଜନ ଦାଶ ଓ ଗଣେଶ ଚନ୍ଦ୍ର ପାତ୍ରଙ୍କ ଦ୍ୱାରା ଏହାର ଶୁଭ ଉଦଘାଟନ ହୋଇଯାଇଛି। ସମ୍ମାନୀୟ ଅତିଥି ଭାବେ ବୟାଳିଶ ମୌଜା ବିକାଶ ପରିଷଦ ସଭାପତି ଆଡ଼ଭୋକେଟ କେଶବ ଚନ୍ଦ୍ର କର, ସମ୍ପାଦକ ସନ୍ତୋଷ କୁମାର ପତି, ଉତ୍କଳ ଯାଦବ ମହାସଭା କାର୍ଯ୍ୟକାରୀ ସଭାପତି ସୁବାସ ଚନ୍ଦ୍ର ବେହେରା,ଇଫକୋ ଟୋକିଓ ବୀମା କମ୍ପାନୀ ମ୍ୟାନେଜର ଚିତ୍ତରଞ୍ଜନ ସ୍ୱାଇଁ,ଅଧ୍ୟାପକ ଡ଼ଃ ଏସ.କେ କଲିମୁଲ୍ଲା,ଅଧ୍ୟାପକ ଗଣେଶ ଚନ୍ଦ୍ର ଦାଶ,ଝିଙ୍କିରିଆ ଗ୍ରାମ ମହନ୍ତ ଦୁଷ୍ମନ୍ତ କୁମାର ନନ୍ଦ,ଅଧିକାରୀ ଚିନ୍ମୟ କୁମାର ଦେବତା,୪୨ମୌଜା ଯାଦବ ମହାସଭା ସଭାପତି ବୁଲେଇ ବେହେରା,ଦଧିବାମନପୁର ପଞ୍ଚାୟତ ପ୍ରତିନିଧି ପଦ୍ମଲାଭ ଗୋଛାୟତ, ସିନେ କଳାକାର ମିଟୁ ମିଥୁନ, ସମାଜସେବୀ ସଞ୍ଜୟ କୁମାର ଦେବତା,ମନୋଜ କୁମାର ଦେବତା, ରବିନ୍ଦ୍ର ଦେବତା,ସନ୍ତୋଷ କୁମାର ବେହେରା,ବିଜୟ କୁମାର ଦେବତା, ସୁମିତା ଦେବତା,ଭବେଶ ପ୍ରସାଦ ଦେବତା,ପ୍ରକାଶ କୁମାର ଦେବତା, ପଲ୍ଲବୀ ପରିଡା ଓ ସତ୍ୟଜିତ ପରିଡା ପ୍ରମୁଖ ଉପସ୍ଥିତ ଥିଲେ । ସୋ ରୁମ ସତ୍ୱାଧିକାରୀଙ୍କ ଧର୍ମପତ୍ନୀ ଗୀତାଞ୍ଜଳୀ ଦେବତା ଧନ୍ୟବାଦ ପ୍ରଦାନ କରିଥିଲେ । 

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ଟ୍ରାକ୍ଟର ଦୁର୍ଘଟଣାରେ ଚାଳକ ମୃତ

masiha

ଜଙ୍ଗଲ ନିଆଁ ନିବାରଣ ସଚେତନତା ଅଭିଯାନ କାର୍ଯ୍ୟକ୍ରମ 

masiha

ଅନ୍ୱେଷା ହଷ୍ଟେଲରେ ଅବ୍ୟବସ୍ଥାକୁ ନେଇ ଅଭିଭାବକ ସମ୍ମିଳନୀ

masiha

Leave a Comment

error: Content is protected !!