ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

କାମାକ୍ଷାନଗରର ସମସ୍ତ ଗ୍ରାମରେ ଖୁଦୁରୁକୁଣୀ ମାଆଙ୍କ ପୂଜା 

କାମାକ୍ଷାନଗରର ସମସ୍ତ ଗ୍ରାମରେ ଖୁଦୁରୁକୁଣୀ ମାଆଙ୍କ ପୂଜା 

କାମାକ୍ଷାନଗର (ମନିସ)1/9/25 —   ଓଡ଼ିଶାରେ ଖୁଦୁରୁକୁଣୀ ପୂଜା ପାଇଁ ଗାଁ ଠାରୁ ସହର ସବୁଠି ଉତ୍ସବମୁଖର ପରିବେଶ ଥିବାବେଳେ। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ଆଖ ପାଖ ଗ୍ରାମରେ ଖୁଦୁରୁକୁଣୀ ଉଷା କିଛି ନିଆରା। ବିଭିନ୍ନ ପୂଜା ମଣ୍ଡପ ଗୋଡ଼ିକ ବଡ଼ ଧୁମ ଧାମରେ ପାଳନ କରୁଥିବା ବେଳେ ପାଖ ପାଖ ପଡା ଗୁଡ଼ିକରୁ ସହ ସହ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଥାଏ । । ଏହି ଉଷା ଆଜକୁ ପ୍ରାୟ ୪୦ ବର୍ଷରୁ ଅଧିକ ହେବ ପାଳନ ହୋଇ ଆସୁଛି । ଏହି ଉଷା ରେ ନଡ଼ିଆ, କଦଳୀ, ସେଉ, ଅଁଙ୍ଗୁରୁ,ଉଖୁଡା, ଗୁଡ଼, କ୍ଷୀର, ଧୂପ, ଦୀପ, ଝୁଣା, କର୍ପୁର, ଫୁଲ ଇତ୍ୟାଦି ଦେଇ ସକାଳ ଓ ଦିହିପହର ଯଥା ବିଧି ପୂଜା କରି ରାତି ଆଠ ଟା ପରେ ଝିଅ, ବହୁ ମାନେ ଏକାଠି ହୋଇ ମା ମଙ୍ଗଳା ଙ୍କୁ ପୂଜା କରିଥିଲେ ଏହି ଉଷା ପରିବାରର ମଙ୍ଗଳ କାମନା ଓ ଭାଇ ପାଇଁ ଭଉଣୀ କରିଥାଏ ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ବାଲିଗୁଡାରେ ଗଣେଷ ପୂଜା ପାଳିତ: ନୂତନ ଛାତ୍ର ଛାତ୍ରୀ ଖଡ଼ି ଛୁଆଁଇଲେ : ଚର୍ଚ୍ଚାରେ ୧୭ଫୁଟିଆ ଗଣେଷ ମୂର୍ତ୍ତି ପୂଜା

masiha

ମା ବ୍ରାହ୍ମଣୀଦେବୀ

ଭାଗବତ, ଗୋପଲୀଳା ଓ ପାରାୟଣ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!