ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୀଳାଚଳ ଯୁବ ପରିଷଦ ର ଶ୍ରୀଗଣେଶ ପୂଜା 

ନୀଳାଚଳ ଯୁବ ପରିଷଦ ର ଶ୍ରୀଗଣେଶ ପୂଜା 

ରାଉରକେଲା: କୋଏଲ ନଗର ସି ବ୍ଲକ୍ ସ୍ଥିତ ନୀଳାଚଳ ଯୁବ ପରିଷଦ ତରଫରୁ ଶ୍ରୀଗଣେଶଙ୍କ ପୂଜା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ରାଜେଶ ମହାରଣା ଓ ସନ୍ତୋଷିନୀ ମହାରଣା କର୍ତ୍ତା ଭାବେ ଦାୟିତ୍ଵ ତୁଲାଇଥିଲା ବେଳେ କୈବଲ୍ୟ ମିଶ୍ର ପୂଜକ ଦାୟିତ୍ଵ ତୁଲାଇଥିଲେ। ୨୧ ତମ ବାର୍ଷିକୋତ୍ସବ ତଥା ଏହି ପଞ୍ଚ ଦିବସୀୟ କାର୍ଯ୍ୟକ୍ରମରେ ପ୍ରଥମ ଦିନ ପୂଜାରମ୍ଭ, ଦ୍ବିତୀୟ ଦିନ ସ୍ବରବ୍ରହ୍ମ ଓ ଗୁରୁ ନୃସିଂହ ପାଣିଗ୍ରାହୀଙ୍କ ଦ୍ବାରା ଭଜନ ପରିବେଷଣ, ତୃତୀୟ ଦିନ ପିଲାମାନଙ୍କ ମଧ୍ୟରେ ଚିତ୍ରାଙ୍କନ ଓ ନୃତ୍ୟ ପ୍ରତିଯୋଗିତା , ଚତୁର୍ଥ ଦିନ ସହସ୍ର ଦୀପଦାନ ଓ ୩୧ ତାରିଖ ପଞ୍ଚମ ଦିନ ସାମୁହିକ ପ୍ରସାଦ ସେବନ ଓ ଭସାଣି ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ବହୁସଂଖ୍ୟାରେ ଶ୍ରଦ୍ଧାଳୁମାନେ ଯୋଗଦେଇ ଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ସର୍ବଶ୍ରୀ ବିନୋଦ ମହାରଣା, ଦେବଦତ୍ତ ସାହୁ, କ୍ରିଷ୍ଣା ମହାରଣା, ସୁଦର୍ଶନ ତ୍ରିପାଠୀ, ବିଜୟଲକ୍ଷ୍ମୀ ମହାରଣା, ଦୀପିକା,ବିନିତା, ନମ୍ରତା,ନିକିତା, ପ୍ରିୟଦର୍ଶିନୀ, ଅପର୍ଣ୍ଣା, ପ୍ରିୟାଂଶୁ, ଆଦିତ୍ୟ,ଦିବ୍ୟାଂଶ,ରୁଦ୍ର ପ୍ରସନ୍ନ, ସସ୍ମତା,ବାବୁଲି,ସମୀର, ରାହୁଲ, ପ୍ରଭାତ, ମିତ୍ରଭାନୁ ଦାସ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଗୁଣପୁରର ବେଆଇନ କ୍ଲିନିକ ଉପରେ ସ୍ବାସ୍ଥ୍ୟ ବିଭାଗର ଚଢାଉ: ୬ ମହଲା କୋଠା ସିଲ,ଆଲଟ୍ରା ସାଉଣ୍ଡ ଗାଏବ

Sunil Chandra Nayak

ଗୋଳାମୁଣ୍ଡା ଓ କେଗାଁରେ ଚାଲିଛି ଯାନବାହାନ ର କଡ଼ା କଡ଼ି ଚେକିଙ୍ଗ

Sunil Chandra Nayak

ବାଲେଶ୍ୱର ଗ୍ରସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Sunil Chandra Nayak

Leave a Comment

error: Content is protected !!