ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୁନଃ ଆର୍ବିକ ଭାଷାରେ ଅନୁଦିତ ହେଲା ଡ଼.ଭବାନୀ ନିଆଲଙ୍କ କବିତା

ପୁନଃ ଆର୍ବିକ ଭାଷାରେ ଅନୁଦିତ ହେଲା ଡ଼.ଭବାନୀ ନିଆଲଙ୍କ କବିତା

ଆର୍ବିକ ଭାଷାରେ ପୁଣିଥରେ ଅନୁଦିତ ହେଲା ଡ଼. ଭବାନୀ ଶଙ୍କର ନିଆଲଙ୍କ ଓଡ଼ିଆ କବିତା ‘ନିଆଁ’ । ଏହି କବିତାକୁ ଇଂରାଜୀ ଭାଷାରେ ପ୍ରଫେସର ବଙ୍କିମ ମୁଣ୍ଡ ଅନୁବାଦିତ କରିଥିବାବେଳେ ଆରବୀୟ କବି ମୁମ୍ମାର ଅଲ- ସୁଫିଆନି ଆର୍ବିକ ଭାଷାରେ ପୁଣିଥରେ ଅନୁଦିତ କରିଛନ୍ତି। ମୁମ୍ମାର ଅଲ- ସୁଫିଆନି ଜଣେ ପ୍ରତିଷ୍ଠିତ କବି ଭାବେ ଜଣାଶୁଣା। ସେ ରିପବ୍ଲିକ୍ ଅଫ୍ ୟେମେନର ଉପାଧିରେ ସମ୍ମାନିତ ହୋଇଛନ୍ତି । କ୍ରମାଗତ ଭାବେ କବି ନିଆଲଙ୍କ କବିତା ଗୁଡିକ ବିଶ୍ୱର ୨୦ଟି ଭାଷାରେ ଅନୁଦିତ ହୋଇଛି । ବର୍ତ୍ତମାନ କବିଙ୍କ ନିଆଁ କବିତା ପୁନଃ ଆର୍ବିକ ଭାଷାରେ ଅନୁଦିତ ହେବା ଚର୍ଚ୍ଚାର ବିଷୟ ପାଲଟିଛି।

ମସିହା ନିୟୁଜ୍ ସର୍ଭିସ୍ 

Related posts

ମ୍ଯୂନିସିପାଲ ମହାବିଦ୍ୟାଳୟରେ ମେଧାବୀ ଅଭିନନ୍ଦନ 

masiha

ଭୈରବ ସ୍ନାତକ ମହାବିଦ୍ୟାଳୟ ରେ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦଘାଟିତ

masiha

ରାୟଗଡା ବ୍ଲକରେ ଦଶମ ସମିତି ବୈଠକ ଅନୁଷ୍ଠିତ 

masiha

Leave a Comment

error: Content is protected !!