ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମେଧାଅନ୍ବେଷଣ ଫଳାଫଳ ପ୍ରକାଶ, ପ୍ରଥମ ସ୍ଥାନରେ ସସ୍ମିତା

ମେଧାଅନ୍ବେଷଣ ଫଳାଫଳ ପ୍ରକାଶ, ପ୍ରଥମ ସ୍ଥାନରେ ସସ୍ମିତା

ଖଇରା,୦୧/୯/୨୫- ଗତ ୨୪/୮/୨୫ ରିଖ ରବିବାର ଦିନ ମେଧାଅନ୍ବେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ସସ୍ମିତା ଦାସ, ନୂଆସାହି, ଖଇରା, ବାଲେଶ୍ଵର-୯, କଳ୍ପନା ବିନ୍ଧାଣି, ମୟୂରଭଞ୍ଜ-୫, ସାଇ ଶୁଭମ୍ ରାଉଳ,ସୋର, ବାଲେଶ୍ଵର-୪, ତନିଷା କେଶ, ଧୂଷୁରୀ, ଭଦ୍ରକ-୬, ରୋଶନ ସାହୁ, ତରଭା, ସୋନପୁର-୨, ବବୁଲୁ ବାଘ, ସୀଙ୍ଗାରୀମୁଣ୍ଡା, ଅନୁଗୋଳ-୬, ଦେବାଶିଷ ରାଜହଂସ, ବରଡାକଟା, ଅନୁଗୋଳ-୬, ସୁଲୋଚନା ବଳ, ସୋର, ବାଲେଶ୍ଵର-୭, ତନୁଶ୍ରୀ ରାଉଳ,ଔପଦା, ବାଲେଶ୍ଵର-୪, ରେୟାନ୍ସ ରାଉତ, ଭାସ୍କରଗଞ୍ଜ, ବାଲେଶ୍ଵର-୫, ସୁଲୋଚନା ଖିଲାର, ଅମଲାପଡା, ଅନୁଗୋଳ-୬, ପୂନମ୍ ପ୍ରିୟଦର୍ଶିନୀ ପତି, ଧୂଷୁରୀ, ଭଦ୍ରକ-୫, ଜିତ୍ ଆଦିତ୍ୟ ରାଉତ, ପଳାଶପୁର, ଖଇରା, ବାଲେଶ୍ଵର-୭, ପୂର୍ଣ୍ଣ ଚନ୍ଦ୍ର ସିଂହ, ଅରଡବଜାର, ବାଲେଶ୍ଵର-୫, ସସ୍ମିତା ସାହୁ, ମତାବାଜ, ଯାଜପୁର-୨, ତନ୍ମୟବାଳା ମିଶ୍ର, ବୀରମହାରାଜପୁର, ସୁବର୍ଣ୍ଣପୁର-୬, ସୌମ୍ଯଜିତ୍ ନାୟକ, ଧୂଷୁରୀ, ଭଦ୍ରକ-୬, ମଧୁସ୍ମିତା କର, ଧୂଷୁରୀ, ଭଦ୍ରକ-୪, ଧ୍ଯାନଦୀପ କର, ଧୂଷୁରୀ, ଭଦ୍ରକ-୪, ନିବେଦିତା ପଣ୍ଡା, ରାଉରକେଲା-୨, ଅଲିଭା ଘୋଷ, ବାଲେଶ୍ଵର-୫, ସ୍ବପ୍ନାଶ୍ରୀ ନାୟକ, ଧୂଷୁରୀ, ଭଦ୍ରକ-୫, ଅନିତା ପଣ୍ଡା, ବ୍ରହ୍ମପୁର, ଗଞ୍ଜାମ-୩, ଗୀତା ମଞ୍ଜରୀ ଦାସ, ମୁଣ୍ଡିମରା,ଭଦ୍ରକ-୮, ସ୍ବଦେଷ୍ନା ପାଣ୍ଡବ, ଧୂଷୁରୀ, ଭଦ୍ରକ-୫, ଶେଖ୍ ମୁନ୍ ତାଜ୍ ଖାତୁନ୍, ବରଗଡ଼-୬, ରଞ୍ଜୁଲତା ପାଢ଼ୀ, ସୁନ୍ଦରଗଡ଼-୫, ସୁଦେଷ୍ଟା ପାତ୍ର, ଆଳଦା, ସୋର, ବାଲେଶ୍ଵର-୪, ପାୟଲ ପରିଡ଼ା, ଧୂଷୁରୀ, ଭଦ୍ରକ-୫, ପ୍ରିୟଙ୍କା ରାଉତ, ଗୁଡଭେଲି ପଦର, ବୌଦ୍ଧ-୫, ଦୀପ୍ତିମୟୀ ସାହୁ,ଧୂଷୁରୀ, ଭଦ୍ରକ-୩, ସୁବର୍ଣ୍ଣା ମାଝୀ, ନଦୀଗାଁ, ଭଦ୍ରକ-୩, ଭୁମିକ୍ ସାହୁ, ଧୂଷୁରୀ, ଭଦ୍ରକ-୬, ମିନାକ୍ଷୀ ଦ୍ବିବେଦୀ, ନୂଆଦିଲ୍ଲୀ-୫, ଲତା ବେହେରା, ଜକା, ଢେଙ୍କାନାଳ-୪, ନମିତା ଦାସ, ପାନ୍ଧଡା, ମୟୂରଭଞ୍ଜ-୪, ଶଙ୍କର ଦାସ ମହାନ୍ତି, ଭୁବନେଶ୍ୱର-୨ ପ୍ରମୁଖ ଅଂଶ ଗ୍ରହଣ କରି ନମ୍ବର ପାଇଛନ୍ତି । ସମସ୍ତଙ୍କୁ ପଛରେ ପକାଇ ପୂର୍ଣ୍ଣ ମାର୍କ ୧୦ ରୁ ୯ ମାର୍କ ରଖି ସସ୍ମିତା ଦାସ ପ୍ରଥମ ହୋଇଛନ୍ତି । ସମୀକ୍ଷା କରିଥିଲେ ଅପରାଜିତା ରଥ,ଭଦ୍ରକ ଏବଂ ତାଙ୍କୁ ସହଯୋଗ କରିଥିଲେ କୁନି ପ୍ରତିଭା ଝିଅ ସାଇ ସମୀକ୍ଷା ରଥ । ଉଭୟ ମା’ ଝିଅଙ୍କ ଉକ୍ତ କାର୍ଯ୍ୟକ୍ରମ ପ୍ରତି ପୂର୍ଣ୍ଣ ସହଯୋଗ ଓ ପରିଶ୍ରମ ଅଛି ଯାହା ଅବର୍ଣ୍ଣନୀୟ ବୋଲି ମୋ ଅନୁଷ୍ଠାନ ପରିବାର ପ୍ରକାଶ କରିଛି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ପ୍ରାଚୁର୍ୟ୍ଯ ଭିତରେ ରହି ବିକାଶ ଖୋଜୁଛି ଇନ୍ଦ୍ରାବତୀ

Sunil Chandra Nayak

ଗଳ୍ପ ପ୍ରତିଯୋଗିତାରେ ପ୍ରଥମ ହେଲେ ଗୀତାଞ୍ଜଳି 

masiha

ବଳଭଦ୍ର ପୁର ପଞ୍ଚାୟତ କାର୍ଯ୍ୟାଳୟ ରେ ଖୋଲୁନି ତାଲା ଭିଜିଲାନ୍ସ ତଦନ୍ତ ଦାବି କଲେ ଗ୍ରାମ ବାସୀ ଓ ମାନବ ଅଧିକାର କର୍ମୀ

Sunil Chandra Nayak

Leave a Comment

error: Content is protected !!