ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବର୍ଷାରେ ନଷ୍ଟ ହୋଇଥିବା ଗୃହହିତାଧିକାରୀ ଙ୍କୁ ପଲିଥିନ ବଣ୍ଟନ

ବର୍ଷାରେ ନଷ୍ଟ ହୋଇଥିବା ଗୃହହିତାଧିକାରୀ ଙ୍କୁ ପଲିଥିନ ବଣ୍ଟନ

ମୟୂରଭଂଜ -୩/୯ — ମୟୁରଭଞ୍ଜ ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି ଵର୍ଷା ପ୍ରଭାବ ରେ ଜିଲ୍ଲାର ବିଜାତଳା ବ୍ଲକ ର ରାଇହରି ପଂଚାୟତ ର ଯୋଡାଚୁଆ ଗ୍ରାମ ରେ ଘର ଭାଙ୍ଗି ଅସହାୟ କରି ଦେଇଛି ପରିବାରଵୃନ୍ଦଙ୍କୁ l ସୂଚନା ଅନୁଯାଇ ଗ୍ରାମର ମୁଚିରାମ ହାଁସଦା ଆଜି ଦିନ ରେ ଲଗାଣ ବର୍ଷା ପ୍ରଭାବ ରେ ବଖରା ଘର କାନ୍ଥ ଭୁଶୁଡି ପଡିଛି l ବିଜାତଳା ରାଜସ୍ୱ ନିରୀକ୍ଷକ ଦାମୋଦର ବାରୀ ମୁଚିରାମ ଙ୍କୁ ପଲିଥିନ ପ୍ରଦାନ କରିଛନ୍ତି lବିଜାତଳା ରାଜସ୍ୱ ନିରୀକ୍ଷକ ଦାମୋଦର ବାରୀ ଗାଁ କୁ ଗାଁ ଯାଇ ହିତାଧିକାରୀ ମାନଂକୁ ପଲଥିନ ଏବଂ କ୍ଷୟକ୍ଷତି ଆକଳନ କରୁଛନ୍ତି l ଅଂଚଳବାସୀ ମାନଙ୍କ ଦୁଃଖ ସୁଖ ରେ ସାଥ ଦେଉଛନ୍ତି l ବିଜାତଳା ଅଂଚଳ ବାସୀ ବାରୀ ବାବୁ ପାଇଁ ବହୁତ ଖୁସି l

ମୟୂରଭଂଜରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଆଇନଜୀବୀ ମାନଙ୍କ ବିଭିନ୍ନ ଦାବି ନେଇ ରାଉରକେଲା ଓକିଲ ସଂଘର ମୂଖ୍ୟମନ୍ତ୍ରୀ ଙ୍କୁ ସ୍ମାରକପତ୍ର ଓ ଶୋଭାଯାତ୍ରା

masiha

ଧର୍ମଗଡ ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା -୨୦୨୫

masiha

କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମାନେ ହିଁ ସାଧାରଣ ଜନତା ଙ୍କ ରକ୍ଷା କବଚ ‘ ଉପାନ୍ତ ଖବର ର ଚତୁର୍ଥ ବାର୍ଷିକ ଉତ୍ସବ ରେ ଅତିଥି ମାନଙ୍କ ମତ 

masiha

Leave a Comment

error: Content is protected !!