ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋଲାମୁଣ୍ଡା ବ୍ଲକରେ ବିଦାୟୀକାଳୀନ ସମ୍ବର୍ଦ୍ଧନା ସଭା

ଗୋଲାମୁଣ୍ଡା ବ୍ଲକରେ ବିଦାୟୀକାଳୀନ ସମ୍ବର୍ଦ୍ଧନା ସଭା 

ଜୁନାଗଡ଼(ମ ନି ସ):-ଗୋଲାମୁଣ୍ଡା ବ୍ଲକ ସଭାଗୃହ ଠାରେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ବିନ୍ଦୁ ମହାନନ୍ଦ ଙ୍କ ସଭାପତିତ୍ୱ ରେ ବିଦାୟୀକାଳିନ ସମ୍ବର୍ଦ୍ଧନା ସଭା ଗତକାଲି ଅନୁଷ୍ଠିତ ହୋଇଥିଲା, ପୂର୍ବତନ ବିଡ଼ିଓ ଶ୍ରୀ ଶ୍ରୀଧର ପଣ୍ଡା, ଜିପିଡିଓ ଶ୍ରୀ ରମିତ ପ୍ରଧାନ, ସେକ୍ସନ ଅଫିସର ଶ୍ରୀ ମନୋଜ ଠାକୁର, ବିପିଏମ ଶ୍ରୀ ସୁଧାଂଶୁ ବିଶ୍ୱାଳ, ବରିଷ୍ଠ କିରାଣୀ ଶ୍ରୀ ନବୀନ ମାଝୀ ପ୍ରମୁଖ ଙ୍କୁ ବିଦାୟୀ ସମ୍ବର୍ଦ୍ଧନା ଦିଆଗଲା, ସଭା ରେ ବିଡ଼ିଓ ଶ୍ରୀ ତ୍ରିପୁରା ମହାନନ୍ଦ, ଏବିଡ଼ିଓ ଶ୍ରୀ ବିଜୟ କୁମାର ନାଏକ,ବରିଷ୍ଠ ଗଣ୍ଡାମେର ସମିତି ସଭ୍ୟ ଶ୍ରୀଯୁକ୍ତ ଦୈତାରୀ ରାଉତ, ବରିଷ୍ଠ ଦଶପୁର ସମିତି ସଭ୍ୟ ଶ୍ରୀଯୁକ୍ତ ଦୁର୍ଗେଶ୍ୱର ସାହୁ, ବରିଷ୍ଠ ମହାଳିଙ୍ଗ ସମିତି ସଭ୍ୟ ଶ୍ରୀଯୁକ୍ତ କିରଣ ସିଂ, ଉଦେସୁରୁଙ୍ଗ ସମିତି ସଭ୍ୟ ଶ୍ରୀଯୁକ୍ତ ଚୈତନ୍ୟ ମାଝୀ, ଖଲିଆପାଲି ଗ୍ରା.ପ ବରିଷ୍ଠ ସରପଞ୍ଚ ଶ୍ରୀଯୁକ୍ତ ଜିମୂତ ବାହାନ ହରପାଳ ଓ ସମସ୍ତ ପିଇଓ,ଜିଆରଏସ, ଏଡିଇଓ, କନିଷ୍ଠ ଓ ବରିଷ୍ଠ ଯନ୍ତ୍ରୀ ସମେତ ସମସ୍ତ ବ୍ଲକ କର୍ମଚାରୀ ଉପସ୍ଥିତ ଥିଲେ । 

ଜୁନାଗଡ଼ ନିର୍ବାଚନ ମଣ୍ଡଳୀରୁ ଜଗଜ୍ଜିବନ ସାଙ୍କ ରିପୋର୍ଟ

Related posts

ଆଜି ଦିବସର ଅନୁଚିନ୍ତା : ୨୧ ଫେବୃଆରୀ

Sunil Chandra Nayak

ଧର୍ମଗଡ ତାଲୁକ ଆଇନ ସେବା ସମିତି ତରଫରୁ ଧର୍ମଗଡ ମହିଳା ମହାବିଦ୍ୟାଳୟ ଠାରେ ସାମାଜିକ ଗଣମାଧ୍ୟମ ମଞ୍ଚ ରେ ନିଜର ସୁରକ୍ଷା ଏବଂ ସାଇବର ଆଇନ ଉପରେ ଆଇନ ସଚେତନତା ଶିବିର

masiha

ମକ୍ରାଗୁଡାରେ ପାଣି ପାଇଁ ରାସ୍ତା ଅବରୋଧ 

Sunil Chandra Nayak

Leave a Comment

error: Content is protected !!