ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପାଳିତ ହେଲା ପଶ୍ଚିମ ଓଡ଼ିଶା ର ମହାନ୍ ପର୍ବ ନୂଆଁଖାଇ 

ପାଳିତ ହେଲା ପଶ୍ଚିମ ଓଡ଼ିଶା ର ମହାନ୍ ପର୍ବ ନୂଆଁଖାଇ 

କଳାହାଣ୍ଡି ଜିଲ୍ଲାର ନର୍ଲ। ବ୍ଲକ୍ ଅନ୍ତର୍ଗତ ପଲସ।ପଡ। ଗ୍ରାମରେ ଚଳିତ ବର୍ଷ କୁଲତ।ନାଏକ ପରିବାର ର ଅଶୌଚ କାରଣରୁ ନୂଆଁଖାଇ ପାଳନ କରି ନ ଥିଲେ ଆଜି ଭାଦ୍ରବ ଶୁକ୍ଳ ପକ୍ଷ ପୂର୍ଣ୍ଣମୀ ତିଥିରେ ନାଏକ ବଂଶ ର ପ୍ରାୟ ଅଶି ପରିବାର ର ତିନିଶହ ରୁ ଅଧିକ ଲୋକ ଏକାଠି ନବାନ୍ନ ଭକ୍ଷଣ କରିଥିଲେ ସମସ୍ତ ପରିବାର ଏକାଠି ବସି ତାର ଆୟୋଜନ କରି ନିକଟସ୍ତ ରୂପ୍ର। ପ୍ରଭୂ ଶ୍ରୀ ଜଗନ୍ନାଥଙ୍କ ମନ୍ଦିରରୁ ନୁଆ ଚୁଡ଼ା ପ୍ରସାଦ ଭୋଗ ଆଣି ଭାଇଚାର। ର ପର୍ବ କୁ ପାଳନ କରିଥିଲେ , ପ୍ରାୟ ବର୍ଷ ଏହି ଗ୍ରାମରେ ଯୁବକ ମାନଙ୍କ ପ୍ରଚେଷ୍ଟ।ରେ ଏକତ୍ରିତ ନୁଆ ଖାଇ ପାଳିତ ହୋଇଥାଏ ଏବଂ ଭାଇଚାରା ର ବାର୍ତ୍ତା ସମାଜ କୁ ମିଳିଥାଏ। ପରେ ପରେ ନୂଆଁଖାଇ ଜୁହାର ଭେଟ୍ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା। 

ଦୀପକ ଠାକୁର ଙ୍କ ରିପୋର୍ଟ୍ 

Related posts

ରାଉରକେଲା ମହାବିଦ୍ୟାଳୟରେ ‘ବର୍ଜ୍ଯବସ୍ତୁ ପ୍ରବନ୍ଧନ ପ୍ରଶିକ୍ଷଣ କର୍ମଶାଳା

Sunil Chandra Nayak

ସେବା ପର୍ବ ‘ ଉପଲକ୍ଷେ ଜିଲ୍ଲା ସ୍ତରୀୟ ଚିତ୍ରାଙ୍କନ ପରିଯୋଗିତା ଅନୁଷ୍ଠିତ ବିକଶିତ ଭାରତର ରଙ୍ଗ, କଳା ମାଧ୍ୟମରେ

Sunil Chandra Nayak

ଟିକିରି ସ୍ଥିତ ଡ଼େଙ୍ଗାଗୁଡ଼ା ଛକ ଠାରେ ଘଟିଛି ମାର୍ମଦୁନ୍ତ ସଡ଼କ ଦୁର୍ଘଟଣା

Sunil Chandra Nayak

Leave a Comment

error: Content is protected !!