ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିବମ୍ କୁମାର ସିଂ ଙ୍କୁ ପ୍ରଫେସର ଡ଼ ରମେଶ ଚନ୍ଦ୍ର ବେହେରା ସ୍ମୃତି ସ୍ବର୍ଣ୍ଣ ପଦକ 

ଶିବମ୍ କୁମାର ସିଂ ଙ୍କୁ ପ୍ରଫେସର ଡ଼ ରମେଶ ଚନ୍ଦ୍ର ବେହେରା ସ୍ମୃତି ସ୍ବର୍ଣ୍ଣ ପଦକ 

ରାଉରକେଲା: ପ୍ରଫେସର ଡ଼ ରମେଶ ଚନ୍ଦ୍ର ବେହେରା ଏନ୍ଆଇଟି ରାଉରକେଲାରେ ମେଟାଲର୍ଜି ବିଭାଗରେ ବିଭାଗୀୟ ମୁଖ୍ୟ ଓ ଏନ୍ଆଇଟି ର ଡିନ ଏକାଡେମୀ ଭାବେ କାର୍ଯ୍ୟ କରି ଅବସର ନେଇଥିଲେ । ତାଙ୍କର ମୃତ୍ୟୁ ପରେ ଆଜକୁ ୭ ବର୍ଷ ହେଲା ତାଙ୍କ ସ୍ମୃତିରେ ଏନ୍ଆଇଟି ର ଏମ୍ ଟେକ ରେ ଟପ୍ପର କୁ ପ୍ରଫେସର ଡ଼ ରମେଶ ଚନ୍ଦ୍ର ବେହେରା ସ୍ମୃତି ସ୍ବର୍ଣ୍ଣ ପଦକ ପ୍ରତିବର୍ଷ ତାଙ୍କ ସ୍ତ୍ରୀ ସବିତାରାଣୀ ବେହେରାଙ୍କ ତରଫରୁ ଏନ୍ଆଇଟି ର ସମାବର୍ତ୍ତନ ଉତ୍ସବରେ ପ୍ରଦାନ କରା ଯାଇ ଆସୁଛି। ଚଳିତ ବର୍ଷ ୨୩ତମ ସମାବର୍ତ୍ତନ ଉତ୍ସବରେ ସିଭିଲ ଇଞ୍ଜିନିୟରିଙ୍ଗ୍ ବିଭାଗ ର ଛାତ୍ର ଶିବମ୍ କୁମାର ସିଂ ସମଗ୍ର କଲେଜ ରେ ଏମ୍ ଟେକ୍ ଟପର ହୋଇଥିବାରୁ ତାଙ୍କୁ ପ୍ରଫେସର ଡ଼ ରମେଶ ଚନ୍ଦ୍ର ବେହେରା ସ୍ମୃତି ସ୍ବର୍ଣ୍ଣ ପଦକ ପ୍ରଦାନ କରାଯାଇଛି । 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ନବରଙ୍ଗପୁର ଉଚ୍ଚ ବିଦ୍ୟାଳୟ ପଡ଼ିଆ ପରିସରରେ ବଜରଙ୍ଗ ଦଳ ପକ୍ଷରୁ ଦାଣ୍ଡିଆ ନୃତ୍ୟର ଆୟୋଜନ

Sunil Chandra Nayak

ବ୍ଯାସକବି ଫକୀରମୋହନଙ୍କ ଜୟନ୍ତୀ ପାଳନ କଲା ପୁରାତନ ଛାତ୍ର ପରିଷଦ

Sunil Chandra Nayak

ସୁନ୍ଦରଗଡ଼ ଠାରେ ଜିଲ୍ଲା ସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ଅନୁଷ୍ଠିତ

masiha

Leave a Comment

error: Content is protected !!