ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିବମ୍ କୁମାର ସିଂ ଙ୍କୁ ପ୍ରଫେସର ଡ଼ ରମେଶ ଚନ୍ଦ୍ର ବେହେରା ସ୍ମୃତି ସ୍ବର୍ଣ୍ଣ ପଦକ 

ଶିବମ୍ କୁମାର ସିଂ ଙ୍କୁ ପ୍ରଫେସର ଡ଼ ରମେଶ ଚନ୍ଦ୍ର ବେହେରା ସ୍ମୃତି ସ୍ବର୍ଣ୍ଣ ପଦକ 

ରାଉରକେଲା: ପ୍ରଫେସର ଡ଼ ରମେଶ ଚନ୍ଦ୍ର ବେହେରା ଏନ୍ଆଇଟି ରାଉରକେଲାରେ ମେଟାଲର୍ଜି ବିଭାଗରେ ବିଭାଗୀୟ ମୁଖ୍ୟ ଓ ଏନ୍ଆଇଟି ର ଡିନ ଏକାଡେମୀ ଭାବେ କାର୍ଯ୍ୟ କରି ଅବସର ନେଇଥିଲେ । ତାଙ୍କର ମୃତ୍ୟୁ ପରେ ଆଜକୁ ୭ ବର୍ଷ ହେଲା ତାଙ୍କ ସ୍ମୃତିରେ ଏନ୍ଆଇଟି ର ଏମ୍ ଟେକ ରେ ଟପ୍ପର କୁ ପ୍ରଫେସର ଡ଼ ରମେଶ ଚନ୍ଦ୍ର ବେହେରା ସ୍ମୃତି ସ୍ବର୍ଣ୍ଣ ପଦକ ପ୍ରତିବର୍ଷ ତାଙ୍କ ସ୍ତ୍ରୀ ସବିତାରାଣୀ ବେହେରାଙ୍କ ତରଫରୁ ଏନ୍ଆଇଟି ର ସମାବର୍ତ୍ତନ ଉତ୍ସବରେ ପ୍ରଦାନ କରା ଯାଇ ଆସୁଛି। ଚଳିତ ବର୍ଷ ୨୩ତମ ସମାବର୍ତ୍ତନ ଉତ୍ସବରେ ସିଭିଲ ଇଞ୍ଜିନିୟରିଙ୍ଗ୍ ବିଭାଗ ର ଛାତ୍ର ଶିବମ୍ କୁମାର ସିଂ ସମଗ୍ର କଲେଜ ରେ ଏମ୍ ଟେକ୍ ଟପର ହୋଇଥିବାରୁ ତାଙ୍କୁ ପ୍ରଫେସର ଡ଼ ରମେଶ ଚନ୍ଦ୍ର ବେହେରା ସ୍ମୃତି ସ୍ବର୍ଣ୍ଣ ପଦକ ପ୍ରଦାନ କରାଯାଇଛି । 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବ୍ଲକ ଅଧ୍ୟକ୍ଷଙ୍କ ସହାୟତାରେ ଗାଁକୁ ଫେରିଲା ମୃତ ଶରୀର

Sunil Chandra Nayak

ଭୁବନ ରେ ସ୍ୱାଭିମାନ ଦିବସ ପାଳିତ 

Sunil Chandra Nayak

ଜିଲ୍ଲା ସ୍ତରୀୟ ଯୁବ ରେଡକ୍ରସ୍ ଶିବିରରେ ରକ୍ତଦାନ ଶିବିର ଆୟୋଜିତ 

masiha

Leave a Comment

error: Content is protected !!