ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଜରଙ୍ଗ କ୍ଲବ୍ ତରଫରୁ ଗଣେଶ ଙ୍କ ପାଖରେ ଅନ୍ନ ଶଙ୍କୁଡ଼ି ଭୋଗ ଲାଗି

ବଜରଙ୍ଗ କ୍ଲବ୍ ତରଫରୁ ଗଣେଶ ଙ୍କ ପାଖରେ ଅନ୍ନ ଶଙ୍କୁଡ଼ି ଭୋଗ ଲାଗି

କାଙ୍କଡପାଳ ନୂଆ ସାହି ବଜରଙ୍ଗ କ୍ଲବ୍ ତରଫରୁ ଆଜି ପୂଜା ର 12 ଦିନରେ ଗଣେଶ ଙ୍କ ପାଖରେ ଅର୍ନ ଶଙ୍କୁଡ଼ି ଭୋଗ ଲାଗି କରାଯାଇଥିଲା ଭକ୍ତ ମାନେ ମହା ଆନଦେ 1000 ରୁ ଉର୍ଦ୍ଧ୍ବ ଲୋକ ପ୍ରସାଦ ସେବନ କରିଥିଲେ ଆଜି ମୁଖ୍ୟ ଅତିଥି ଭାବରେ ଗ୍ରାମ ସଭାପତି ଚନ୍ଦନ ମହାନ୍ତି,ଗ୍ରାମ ସମ୍ପାଦକ ପୁରୁଷୋତ୍ତମ ଦାସ,ପୁରାତନ ସଭାପତି ପ୍ରମୋଦ ପଣ୍ଡା,ଅତିଥି ଭାବେ ଯୋଗଦେଇଥିଲେ ଶ୍ରୀନିବାସ ନାୟକ ଅତିଥି ମାନେ କହିଥିଲେ ଭସାଣି ଶାନ୍ତି ଶ୍ରୁଖାଳରେ ପାଳନ କରିବା ପାଇଁ ପରାମର୍ଶ ଦେଇଥିଲେ ଏହି ଦିବସରେ ବାଦି ସଂକ୍ରିତନ ପରିବେଷଣ ହୋଇଥିଲା କଙ୍କଡପାଳ ସଂକ୍ରିତାନ ମଣ୍ଡଳୀ ନୂଆ ସାହି ଓ ରେକୁଲା ସଂକ୍ରିତ୍ତନ ପରିବେଷଣ କରାଯାଇଥିଲା 

ଢେଙ୍କାନାଳ କାଙ୍କଡପାଳ ନୂଆ ସାହି ବଜରଙ୍ଗ କ୍ଲବ୍ 46ତମ ଗଣେଶ ପୂଜା ପାଳିତ ହୋଇଯାଇଛି 27 ତାରିଖ ଠାରୁ 16 ତାରିଖ ଦିନ ଭସାଣି ଉତ୍ସଵ ଧୁମଧାମରେ ପାଳନ କରାଯିବ ପ୍ରତ୍ୟେକଦିନ ନୀତି କାନ୍ତି ରେ ପୂଜା ଅର୍ଚ୍ଚନା କରାଯାଉଛି ସନ୍ତୋଷ ଭାଇନା ପୂଜା ଅର୍ଚ୍ଚନା କରିଥିଲେ କର୍ତ୍ତା ପ୍ରତାପ ସାସମଲ୍ ସଦସ୍ୟ ମନୋଜ କୁମାର ସାହୁ,ବିକ୍ରମ ପରିଡ଼ା, ଦିଲୀପ କୁମାର ପଣ୍ଡା,ହେମନ୍ତ ସାହୁ,ବୁବୁ ସାସମଲ, ସୂଜିଆ, ବିଭୂତି ସିଲୁ , ଅଜୁ, ମନୁଆ,ବାପି,ଆକାଶ,ଚନ୍ଦନ,ଲିଯୁ,ଜାଗା ହାଲୁଆ,ତପୁ,ଲିପୁ,ରାଜା ,ଚିକୁ,କାଳିଆ,ଯାଯୁଲ ,ଶଙ୍କର , ଗୁଡୁ,ହିମା,ସୁଧାଂଶୁ,ପାଜି, ଲକ୍ଷ୍ମଣ, ଚନ୍ଦୁ,କାଙ୍କଡପାଳ ନୂଆ ସାହି ବଜରଙ୍ଗ କ୍ଲବ୍ ସମସ୍ତ ସଦସ୍ୟ ଙ୍କ ଉପସ୍ଥିତିରେ ଗଣେଶ ପୂଜା ପାଳନ କରାଯାଇଛି।

ଶୁଭମ୍ ପାଣି ଙ୍କ ରିପୋର୍ଟ୍ 

Related posts

ପି ଏମ୍ ଶ୍ରୀ ବି.ବି.ସରକାରୀ ହାଇସ୍କୁଲ୍,ଢେଙ୍କାନାଳରେ ଭିନ୍ନକ୍ଷମ ଛାତ୍ରୀଛାତ୍ରଙ୍କୁ ଚିହ୍ନଟିକରଣ ଓ ସହାୟକ ଉପକରଣ ବଣ୍ଟନ ଶିବିର -୨୦୨୫ ଅନୁଷ୍ଠିତ

Sunil Chandra Nayak

ଘରେ ନିଆଁ ଲାଗି ଅଳ୍ପେକ ବର୍ତିଲେ ବିଧବା ମହିଳା

masiha

ରେଳ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ

masiha

Leave a Comment

error: Content is protected !!