ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରୀକ୍ଷେତ୍ରରେ ରଥ ନିର୍ମାଣ ଅନୁକୂଳ

ଶ୍ରୀମନ୍ଦିରର ପରମ୍ପରା ଅନୁଯାୟୀ,ଗତକାଲି ପବିତ୍ର ଅକ୍ଷୟ ତୃତୀୟ ଅବସରରେ ପୂରୀରେ ମହାପ୍ରଭୁଙ୍କ ରଥଯାତ୍ରା ଲାଗି ରଥ ନିର୍ମାଣ କାର୍ଯ୍ଯର ଅନୁକୂଳ ହୋଇଛି।ମହାପ୍ରଭୁଙ୍କ ମଧ୍ୟାହ୍ନ ଧୂପ ପରେ ଆଜ୍ଞାମାଳ ଆସିଥିଲା ରଥଖଳାକୁ।ସେଠାରେ ତିନିଗୋଟି ଧଉରା କାଠକୁ ଶ୍ରୀ ମନ୍ଦିର ପୁରୋହିତ ମାନେ ପାରମ୍ପରିକ ପୂଜାର୍ଚ୍ଚନା ପରେ ମହାରଣା ମାନେ କାଠରେ କୁରାଢ଼ୀ ସ୍ପର୍ଶ କରିଛନ୍ତି।ଆଜି ଠାରୁ ରଥଖଳା ଚଳ ଚଞ୍ଚଳ ହେବା ସହ ରଥ ନିର୍ମାଣ ପ୍ରକ୍ରିୟା ବିଧିବଦ୍ଧ ଭାବେ ଆରମ୍ଭ ହୋଇଛି

ଵିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଇ-ପାଠାଗାର ଓ ବିଜ୍ଞାନାଗାରର ଅଭିମୁଖୀକରଣ କାର୍ଯ୍ୟକ୍ରମ

ଦୋକାନ କାନ୍ଥ ଭାଙ୍ଗି ମୋବାଇଲ ଚୋରୀ ଘଟଣା, ଦୁଇ ଗିରଫ, ମୋବାଇଲ ଓ ଟଙ୍କା ଜବତ

Sunil Chandra Nayak

ମହାସ୍ମୀତା ଓଝା ଙ୍କ କବିତା ତୁମେ ଅଛ ବୋଲି 

Sunil Chandra Nayak

Leave a Comment

error: Content is protected !!