ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ନୂଆପଡ଼ା ଜିଲ୍ଲା ପୁର୍ବତ୍ତନ୍ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଏବଂ ବିଭାଗୀୟ ଅଧିକାରୀ ମିଳିତ ରୂପେ ଅର୍ଥ ଆତ୍ମସାତ ଅଭିଯୋଗ ରେ ଭିଜଳାନ୍ସ ଦ୍ବାରା ଗିରଫ

ନୂଆପଡ଼ା ଜିଲ୍ଲା ପୁର୍ବତ୍ତନ୍ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଏବଂ ବିଭାଗୀୟ ଅଧିକାରୀ ମିଳିତ ରୂପେ ଅର୍ଥ ଆତ୍ମସାତ ଅଭିଯୋଗ ରେ ଭିଜଳାନ୍ସ ଦ୍ବାରା ଗିରଫ

 ନୂଆପଡା,ନୂଆପଡ଼ା ଜିଲ୍ଲା ପୁର୍ବତ୍ତନ୍ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଏବଂ ବିଭାଗୀୟ ଅଧିକାରୀ ମିଳିତ ରୂପେ ଅର୍ଥ ଆତ୍ମସାତ ଅଭିଯୋଗ ରେ ଭିଜଳାନ୍ସ ଦ୍ବାରା ଗିରଫ ହୋଇଛନ୍ତି। ପୁର୍ବତ୍ତନ୍ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ତ୍ରିଲୋଚନ ଧଲ, ଏବଂ ଷ୍ଟାଷ୍ଟିକ୍ ଏମୋନେଟ୍ର ଅଶୋକ କୁମାର ଦୁଆ ଜାତୀୟ ପୌଷ୍ୟତା ପାଣ୍ଠି, ଜଳବାୟୁ ପରିବର୍ତ୍ତନ ନେଇ ଆସିଥିବା ୧୮ ଲକ୍ଷ ଟଙ୍କା କୁ କର୍ମଚାରୀ ଙ୍କ ବ୍ୟାଙ୍କ୍ ଏକାଉଣ୍ଟ୍ କୁ ସିଧା ସଲଖ ଭାବରେ ଜମା ହୋଇଅଛି। ଏହି ଅର୍ଥ ରେ ହେବାକୁ ଥିବା ପ୍ରାଣୀ ବିକାଶ ପାଇଁ ଆବଶ୍ୟକ ପଦକ୍ଷେପ ବଦଲରେ ଆତ୍ମସାତ ଅଭିଯୋଗ କୁ କେନ୍ଦ୍ର କରି ଭିଜିଲାନ୍ସ ବିଭାଗ ଗିରଫ କରିଛନ୍ତି। କୋରାପୁଟ ଭିଜିଲାନ୍ସ ବିଭାଗ କେଶ ନମ୍ୱର୍ ୨୫/୨୦୨୫ ମାମଲା ରୁଜୁ ହୋଇଅଛି। ସରକାରୀ ଅର୍ଥ ନିଜ ବ୍ୟକ୍ତିଗତ ବ୍ୟାଙ୍କ୍ ପାସ ବହିରେ ଜମା କରିଛନ୍ତି। ତେଣୁ ଧାରା ୧୩/୨ r/w ୧୩/୧ ରେ ପିଶି ସଂଶୋଧିତ ଆଇନ ୨୦୧୮/୪୦୯/୧୨୦ (B) ରେ ମାମଲା ରୁଜୁ ହୋଇଅଛି।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଯୁବତୀର ବେକରେ ଓଢଣୀ ଦେଇ ଆତ୍ମହତ୍ୟା, ପୋଲିସର ତଦନ୍ତ ଜାରି

masiha

କଲମପୁର ଠାରେ ଘର ଭିତରୁ ମହିଳାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର।  ଯୋଜନାବଦ୍ଧ ହତ୍ୟା ଅଭିଯୋଗ କଲେ ପରିବାର….

Sunil Chandra Nayak

ପଞ୍ଚାୟତ କାର୍ଯ୍ୟାଳୟ ରେ ପଶି ମହିଳା କର୍ମଚାରୀଙ୍କୁ ଅଶାଳୀନ ଭାଷାରେ ଗାଳିଗୁଲଜ ଘଟଣାରେ ଯୁବକ ଗିରଫ

masiha

Leave a Comment

error: Content is protected !!