ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଙ୍ଗିରିପୋଷି ଘାଟି ରାସ୍ତା ଜାମ ପାଇଁ ଲୋକେ ହନ୍ତସନ୍ତ

ବାଙ୍ଗିରିପୋଷି ଘାଟି ରାସ୍ତା ଜାମ ପାଇଁ ଲୋକେ ହନ୍ତସନ୍ତ

ମୟୂରଭଂଜ;୨୮/୦୯ — ପାହାଡ଼ ଜଙ୍ଗଲରେ ଘେରା ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଘାଟି ରେ ପ୍ରତ୍ୟେକ ଦିନ ରାସ୍ତା ଜାମ ହେବା ଯୋଗୁଁ ଲୋକେ ହେଉଛନ୍ତି ହନ୍ତସନ୍ତ |କେତେବେଳେ ଯାତ୍ରୀ ବାହୀ ଗାଡି ଦୁର୍ଘଟଣାର ସ୍ୱୀକାର ହେଉଛି ତ କେତେବେଳେ ପାହାଡ଼ରୁ ପଥର ଖସିବା ଦ୍ୱାରା ରାସ୍ତା ଜାମ ହେଉଛି |ଯାହାଦ୍ୱାରା ବସ୍ ଯାତ୍ରୀ,ରୋଗୀ ସମେତ ଜରୁରୀ କାମରେ ଯାଉଥିବା ବ୍ୟକ୍ତି ବିଶେଷ ହଇରାଣ ହେଉଛନ୍ତି |ସୂଚନା ଥାଉ କି ଜିଲ୍ଲାପାଳ ଏହି ରାସ୍ତା ଦେଇ ରାଇରଙ୍ଗପୁର ଯିବା ଆସିବା କରୁଛନ୍ତି ମାତ୍ର କେମିତି ତାଙ୍କ ଦୃଷ୍ଟି ଆଢୁଆଳରେ ରହୁଛି ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି |ଜିଲ୍ଲପାଳ ଏ ଦିଗରେ ଯଥାଶୀଘ୍ର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇ ସମାଧାନର ବାଟ ବାହାର କରିବା ନିମନ୍ତେ ବାମନଘାଟି ଅଞ୍ଚଳବାସୀ ଗଣ ମାଧ୍ୟମ ଜରିଆରେ ଦାବୀ କରିଛନ୍ତି |

ମୟୂରଭଂଜ ରୁ ଅକ୍ଷୟ ଵିଶ଼୍ବାଳ ମସିହା ନିଉଜ

Related posts

‘ମୋନ୍ଥା’ ପ୍ରଭାବ ରେ ଓଷାଦେବୀ ହାଇସ୍କୁଲରଛାତ୍ରୀନିବାସ ପାଚେରୀ ଭାଙ୍ଗିଲା 

Sunil Chandra Nayak

ରୁପ୍ରାରୋଡ ୟଙ୍ଗ ବ୍ଲଡ଼ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ

masiha

ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାରେ  ଧର୍ମଗଡ ଏଲନିସି ମିଶନ ସ୍କୁଲର ଭାରତୀ ଅଗ୍ରୱାଲ ଙ୍କ ସଫଳତା…

masiha

Leave a Comment

error: Content is protected !!