ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଙ୍ଗିରିପୋଷି ଘାଟି ରାସ୍ତା ଜାମ ପାଇଁ ଲୋକେ ହନ୍ତସନ୍ତ

ବାଙ୍ଗିରିପୋଷି ଘାଟି ରାସ୍ତା ଜାମ ପାଇଁ ଲୋକେ ହନ୍ତସନ୍ତ

ମୟୂରଭଂଜ;୨୮/୦୯ — ପାହାଡ଼ ଜଙ୍ଗଲରେ ଘେରା ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଘାଟି ରେ ପ୍ରତ୍ୟେକ ଦିନ ରାସ୍ତା ଜାମ ହେବା ଯୋଗୁଁ ଲୋକେ ହେଉଛନ୍ତି ହନ୍ତସନ୍ତ |କେତେବେଳେ ଯାତ୍ରୀ ବାହୀ ଗାଡି ଦୁର୍ଘଟଣାର ସ୍ୱୀକାର ହେଉଛି ତ କେତେବେଳେ ପାହାଡ଼ରୁ ପଥର ଖସିବା ଦ୍ୱାରା ରାସ୍ତା ଜାମ ହେଉଛି |ଯାହାଦ୍ୱାରା ବସ୍ ଯାତ୍ରୀ,ରୋଗୀ ସମେତ ଜରୁରୀ କାମରେ ଯାଉଥିବା ବ୍ୟକ୍ତି ବିଶେଷ ହଇରାଣ ହେଉଛନ୍ତି |ସୂଚନା ଥାଉ କି ଜିଲ୍ଲାପାଳ ଏହି ରାସ୍ତା ଦେଇ ରାଇରଙ୍ଗପୁର ଯିବା ଆସିବା କରୁଛନ୍ତି ମାତ୍ର କେମିତି ତାଙ୍କ ଦୃଷ୍ଟି ଆଢୁଆଳରେ ରହୁଛି ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି |ଜିଲ୍ଲପାଳ ଏ ଦିଗରେ ଯଥାଶୀଘ୍ର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇ ସମାଧାନର ବାଟ ବାହାର କରିବା ନିମନ୍ତେ ବାମନଘାଟି ଅଞ୍ଚଳବାସୀ ଗଣ ମାଧ୍ୟମ ଜରିଆରେ ଦାବୀ କରିଛନ୍ତି |

ମୟୂରଭଂଜ ରୁ ଅକ୍ଷୟ ଵିଶ଼୍ବାଳ ମସିହା ନିଉଜ

Related posts

ରାଇରଙ୍ଗପୁର ଆଇଟିଡିଏର ଆଦିବାସୀ ବିକାଶ ପ୍ରତି ଅଣଦେଖା ନେଇ ଭଂଜସେନାର ଦେଢ଼ ଘଣ୍ଟିଆ ଧାରଣା

ଶିବାନନ୍ଦ ଆଶ୍ରମ ରେ ଜନ୍ମାଷ୍ଟମୀ ପାଳନ 

Sunil Chandra Nayak

ପ୍ରକାଶ ପାଇଲା କବିତା ପ୍ରତିଯୋଗିତା ଫଳାଫଳ, ପ୍ରଥମ ସ୍ଥାନରେ ଡକ୍ଟର ଚପଳା କୁମାରୀ

masiha

Leave a Comment

error: Content is protected !!