ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାମଦା ଵ୍ଳକରେ ଝାଡାବାନ୍ତୀରେ ଜଣେ ଚାଷୀ ମୃତ

ଜାମଦା ଵ୍ଳକରେ ଝାଡାବାନ୍ତୀରେ ଜଣେ ଚାଷୀ ମୃତ

ରାଇରଙ୍ଗପୁର – ୮/୧୦ ରଜ ପର୍ବ ଠାରୁ ଆଜିଯାଏଁ ଦିର୍ଘ ୫ ମାସ ଧରି ଲଗାଣ ବର୍ଷା ଲାଗି ରହିଛି ।ଗଡ଼ିଆ,ପୋଖରୀ,ନଦୀ ନାଳ ଜଳାର୍ଣଵ ।ଜଳସ୍ତର ପ୍ରଦୂଷଣ ହୋଇଯାଇଛି ।ଯାହା ଫଳରେ ଲୋକମାନେ ଥଣ୍ଡା ,ଜ୍ଵର,କାଶ ,କଫ ,ଝାଡ଼ାବାନ୍ତି,ମେଲେରିଆ ,ଡେଙ୍ଗୁ ରେ ଆକ୍ରାନ୍ତ ହେଉଛନ୍ତି ।ମୟୂରଭଂଜ ଜିଲ୍ଲାର ଯାମଦା ଗୋଷ୍ଠୀ ସ୍ବାସ୍ଥ୍ୟ ଅନ୍ତର୍ଗତ ସିମାନ୍ତ ତାରଣା ପଞ୍ଚାୟତ ର ପାହାଡପୁର‌ ଗ୍ରାମରେ ଜଣେ ଚାଷୀ ଲକ୍ଷ୍ମଣ ମୁର୍ମୁ(୪୫) ଦୁଇ ତିନି ଦିନ‌ହେଲା ଝାଡାବାନ୍ତି ରେ ଆକ୍ରାନ୍ତ ହୋଇ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସିତ ହେଉଥିଲେ ।ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଛି । ରୋଜଗାରିଆ ପରିବାରର ମୁଖ୍ୟଙ୍କୁ ହରାଇ ପରିବାର ଲୋକେ ଭାଙ୍ଗି ପଡିଛନ୍ତି ।

ମୟୂରଭଂଜ ରୁ ଅକ୍ଷୟ‌ ବିଶ୍ବାଳ ମସିହା ନିଉଜ

Related posts

ଆର୍.ସି.ଡି ଉଚ୍ଚ ବିଦ୍ୟାଳୟରେ ଓଡ଼ିଶା ସାହିତ୍ୟ ଏକାଡେମୀର ଜିଲ୍ଲା ସ୍ତରୀୟ “ସ୍ୱନକ୍ଷତ୍ର ଦିବସ” ପାଳିତ: କୃତୀ ପ୍ରତିଯୋଗୀ ରାଜ୍ୟ ସ୍ତରକୁ ମନୋନୀତ 

ଜାତୀୟ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀରାଜନାଥ ସିଂହଙ୍କ ଆସନ୍ତା ୨୨ତାରିଖରେ ନବରଙ୍ଗପୁର ଗସ୍ତକୁ ନେଇ ବିଜେପିର ପ୍ରସ୍ତୁତି ବୈଠକ 

masiha

ନିଖିଳ ଉତ୍କଳ ଆଳୀୟ ଖଣ୍ଡାୟତ ସମାଜର ୪୩ତମ ବାର୍ଷିକ ସାଂସ୍କୃତିକ ସମ୍ମିଳନୀ

Sunil Chandra Nayak

Leave a Comment

error: Content is protected !!