ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଛତିଶଗଡ ସରକାର ଉଦନ୍ତୀ ନଦୀରେ ବେରେଜ ନିର୍ମାଣ,ସିନାପାଲି ବ୍ଲକ ସୀମାନ୍ତରେ ବେରେଜ ସ୍ଥାନ ଚିହ୍ନଟ, ଓଡିଶା ଛତିଶଗଡ଼ ଜଳବିବାଦ ଘନେଇଲା

ଓଡିଶା ଏବଂ ଛତିଶଗଡ଼ ସୀମାର ସମସ୍ୟା ନେଇ ବିବାଦ ଲାଗି ରହିଥିଲା। ସବୁବେଳେ ସୀମାନ୍ତରେ ଜମି ଏବଂ ଜଳ ବିବାଦ କୁ ନେଇ ଚର୍ଚ୍ଚାରେ। ପୁଣି ସୀମାନ୍ତ ଅଂଚଳରେ ବେରେଜ ନିର୍ମାଣ ଜଳକୁ ନେଇ ବିବାଦ ଦେଖାଦେଇଛି। ଛତିଶଗଡ଼ ସରକାର କେତେବେଳେ ନୂଆପଡା ଜିଲ୍ଲା ସିନାପାଲି ବ୍ଲକର ଉଦନ୍ତି ନଦୀ ବହିଯାଇଅଛି। ବର୍ତ୍ତମାନ ଉଦନ୍ତୀ ନଦୀ ଅବବାହିକାରେ ବସବାସ କରୁଥିବା ଗ୍ରାମବାସୀ ଜଳ ପାଇଁ ହାହାକାର କରିବେ। ମରୀଚିକା ଭଳି ଆଗକୁ ଜଳ ସନ୍ଧାନ କରିବେ। ସୀମାନ୍ତରେ ଉଦନ୍ତି ନଦୀ ବହି ଯାଇଅଛି। ସିତାନଦୀ ବ୍ୟାଘ୍ର ସଂରକ୍ଷଣ ଅଭୟାରଣ୍ୟ ରହିଅଛି। ବ୍ୟରେଜ ନିର୍ମାଣ କରିବା ପାଇଁ ସର୍ଭେ କାର୍ଯ୍ୟ ସରିଥିବା ବେଳେ ମାଟି ପରୀକ୍ଷଣ କାର୍ଯ୍ୟ ମଧ୍ୟ ସରି ଯାଇଛି।ଏଠାରେ ବ୍ୟରେଜ ନିର୍ମାଣ ହେଲେ ଓଡିଶା ର କଳାହାଣ୍ଡି ଓ ନୂଆପଡା ଅଞ୍ଚଳର ଜନସାଧାରଣ ବିଶେଷ ପ୍ରଭାବିତ ହେବେ। ନଦୀର ତଲମୁଣ୍ଡ ଭାଗରେ ଥିବା ନଇଁ ସହ ଜମି ମରୁଭୂମି ପଲଟିବ। ଓଡିଶା ର ଚାଷୀ ବିଶେଷ ପ୍ରଭାବିତ ହେବା ସହ ଜୀବନ ଜୀବିକା ଉପରେ ବିଶେଷ ପ୍ରଭାବ ପଡିବ। ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ନିରୁପମା ପାଣି ଙ୍କ ଗଳ୍ପ ସମୟ ର ଖେଳ

Sunil Chandra Nayak

ସାମ୍ବାଦିକଙ୍କୁ ମାଡ଼ ଘଟଣାରେ କଂଗ୍ରେସ ଓ ବିଜେପିର ତିବ୍ରନିନ୍ଦା

Sunil Chandra Nayak

ରାଇରଙ୍ଗପୁର ଗୋଶାଳାରେ ୬୪ ତମ ଗୋପାଷ୍ଟମୀ ଧୂମଧାମରେ ପାଳିତ    

Sunil Chandra Nayak

Leave a Comment

error: Content is protected !!