ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରତ୍ନଗିରି ନାଟ୍ୟ ସଂଘ ଦ୍ୱାରା ସଚେତନତା ଲୋକ ନାଟକ ପରିବେଷଣ

ରତ୍ନଗିରି ନାଟ୍ୟ ସଂଘ ଦ୍ୱାରା ସଚେତନତା ଲୋକ ନାଟକ ପରିବେଷଣ

ନର୍ଲା : ଦେଶ ବ୍ୟାପୀ ପୋଷଣ ମାସ ପାଳନ କରା ଯାଉଥିବା ବେଳେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍‌ ଭୀମକେଲା,ଉଲିକୁପା ଲାଖଗୁଡ଼ା ଠାରେ ନର୍ଲା ଆଇ ସିଡିଏସ୍‌ ସୌଜନ୍ୟ ରେ ପ୍ରକଳ୍ପ ସ୍ତରୀୟ ପୋଷଣ ମାସ ପାଳନ କରି ଜନ ସଚେତନତା ସୃଷ୍ଟି କରା ଯାଇଥିଲା,ରତ୍ନଗିରି ନାଟ୍ୟ ସଂଘ ର କଳାକାର ମାନେ ମେଦ ବହୁଳତା ନିୟନ୍ତ୍ରଣ,ସୁରକ୍ଷିତ ମା’ ଓ ଶିଶୁ ର ଲାଳନ ପାଳନ ରେ ପୁରୁଷ ଙ୍କ ଭୂମିକା,ନବଜାତ ଓ ଶିଶୁ ଙ୍କ ଖାଦ୍ୟାଭ୍ୟାସ ଉପରେ ନିଖୁଣ ଅଭିନୟ କରି ଲୋକ ନାଟକ ପରିବେଷଣ କରି ଥିଲେ, କଳାକାର ମାନଙ୍କ ଜୀବନ୍ତ ଅଭିନୟ ରେ ହିତାଧୀକାରି ମାନେ ହସ କାନ୍ଦ ଅନୁଭବ କରି ମଞ୍ଚ ନାଟକ ପରି ଉପଲବ୍ଧି କରିବାର ମତ ଦେଇ ପ୍ରଶଂସା କରିଥିଲେ,ନାଟ୍ଯ ସଂଘ ର ସଭାପତି ତଥା କବି,ସଂଗଠକ ଅରୁଣ କୁମାର ପ୍ରଧାନୀ ଦାୟିତ୍ତ୍ୱ ନେଇଥିବା ବେଳେ ସୁପର୍‌ ଭାଇଜର୍‌ ଯଶୋବନ୍ତି ନାଏକ,ଗୀତା ସାହୁ ସହଯୋଗ କରିଥିଲେ | 

ଦୀପକ ଠାକୁର ଙ୍କ ରିପୋର୍ଟ୍ 

Related posts

ଭବାନୀପାଟଣା ଠାରେ ଖରିଫ ଋତୁ ୨୦୨୩ ବର୍ଷ ପାଇଁ ଜିଲ୍ଲା ସ୍ତରୀୟ କୃଷି ନିର୍ଦ୍ଧାରଣ ବୈଠକ ଅନୁଷ୍ଠିତ

Sunil Chandra Nayak

କଲେଜ ଛକ ଠାରେ ଯାତ୍ରୀ ବିଶ୍ରାମ ଗୃହ ଓ ଶୌଚାଳୟ ନିର୍ମାଣ ଦାବୀ

Sunil Chandra Nayak

ପ୍ରଶାସନ ଦ୍ୱାରା ରାଜପୁର ସ୍କୁଲର ସରକାରୀ ଜାଗା ଉଚ୍ଛେଦ

Leave a Comment

error: Content is protected !!