ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାମାକ୍ଷାନଗର ର ଯୁବପ୍ରତିଭା ଇଲକ୍ଟ୍ରୋନିକ୍ସକାର୍ଯ୍ୟ ଦକ୍ଷତା ପ୍ରାପ୍ତ ସୌମ୍ୟ ରଞ୍ଜନ

କାମାକ୍ଷାନଗର( ମ ନି ସ)୦୭/୦୨_ଢେ଼ଙ୍କାନାଳ ଜିଲ୍ଲା କାମାକ୍ଷାନଗର ଏନଏସି ରନଂ ୨ ୱାର୍ଡ ର ଦୀର୍ଘ ୪୦ବର୍ଷର ଅଭିଜ୍ଞତା ଥିବା ଟି ଭି, ଓ ରେଡ଼ିଓ ମେକାନିକ ବସନ୍ତ କୁମାର ନାୟକଙ୍କ ପୁତ୍ର ସୋମ୍ୟରଞ୍ଜନ ନାୟକ ବାପାଙ୍କର କୌଳିକ ବୃତ୍ତିକୁ ଆଦରି ଏବେ ଟିଭି, ଓ ଏଲସିଡ଼ି ମେକାନିକ ଭାବେ କାର୍ଯ୍ୟ କରି ସୁନାମ ଅର୍ଜନ କରିଥିବା ବେଳେ ସୁଦୂର ପଶ୍ଚିମବଂଗ ରୁ ତାଲିମ ପାଇ ଦକ୍ଷତା ହାସଲ କରି ମେଡାଲ ସହିତ ସାର୍ଟିଫିକେଟ ହାସଲ କରିଥିବା ଜଣାପଡ଼ିଛି।ଏହି ତାଲିମ ହାସଲ କରି କାମାକ୍ଷାନଗର ର ଜିରିଡ଼ାମାଳି ଛକ ନିକଟରେ ଏକ ଲଷ୍ମୀ ଇଲୋକଂଟ୍ରୋନିକ୍ସି ନାମରେ ଏକ ଦୋକାନ ଖୋଲି ଅଂଚଳ ବାସିଙ୍କୁ ସେବା ଯୋଗାଇ ଆସୁଛନ୍ତି l ଏଥି ନେଇ ଅଞ୍ଚଳବାସୀ କାର୍ଯ୍ୟ ଦକ୍ଷତା ଉପରେ ପ୍ରଶଂସିତ ହୋଇଥିବା ଜଣାପଡିଛି।ଓ ତାଙ୍କ ର ଏପରି କାଯ୍ୟ ଦକ୍ଷତା କୁ ଓଡିଶା ନୁହେଁ ପଶ୍ଚିମ ବଙ୍ଗ ରେ ତାଙ୍କ ର ଦକ୍ଷତା ଦେଖେଇ ସାରିଛନ୍ତି ଦୁର୍ଭାଗ୍ୟ କଥା ଏପରି ଦକ୍ଷତା ପୂର୍ଣ୍ଣ ଯୁବକ ଙ୍କୁ କାମାକ୍ଷା ନଗର ଅଂଚଳ ରେ କିମ୍ବା ଜିଲ୍ଲା ରେ ତାଙ୍କ ର ପ୍ରତିଭା କୁ ଚିହ୍ନି ପାରୁନାହାନ୍ତି ଯେପରି କି କଥା ରେ ଅଛି ବଣ ମଲି ବଣ ରେ ଫୁଟି ବଣ ରେ ମଉଳି ଯାଉଛି ସେହିଁପରି ଅପ୍ରତିଭା ମଉଳିବା ପୂର୍ଵରୁ ଲୋକ ଲୋଚନ କୁ ଆଣିବା ଆମ ର ପ୍ରୟାସ କାମାକ୍ଷାନଗର ଅଂଚଳ ରେ ଏପରି ପ୍ରତିଭା କୁ ପ୍ରଶାନ ତରଫରୁ କିଛି ସହାୟତା ଓ ସାହାଯ୍ୟ କଲେ ଏ ଯୁବ ପ୍ରତିଭା ଆହୁରି ଆଗକୁ ଯିବେ ଓ ପଙ୍କ ରୁ ଯେପରି ପଦ୍ମ ଶାମୁକା ରୁ ଯେପରି ମୁକ୍ତା ବାହାରେ ସେହିପରି ଢେଙ୍କାନାଳ ଜିଲ୍ଲା ପାଇଁ ଗର୍ବ ଗୌରବ l

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ନୂଆ ଓଡ଼ିଶା ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉଦ୍‌ଯାପିତ 

masiha

ଚନ୍ଦ୍ରପୁର ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର

masiha

ରାଜ୍ୟସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ରେ ଦିବ୍ୟା ଦୀପାନ୍ୱିତା ପ୍ରଥମ

masiha

Leave a Comment

error: Content is protected !!