ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁ ରେ ମାଁ ଗଜଲକ୍ଷ୍ମୀଙ୍କ ଭସାଣି ଉତ୍ସବ 

ଡାବୁଗାଁ ରେ ମାଁ ଗଜଲକ୍ଷ୍ମୀଙ୍କ ଭସାଣି ଉତ୍ସବ 

ଡାବୁଗାଁ, ୧୫/୧୦ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମାସ୍ଥିତ ରେଲି ସାହି ଠାରେ ମାଁ ଗଜଲକ୍ଷ୍ମୀ ପୂଜା ର ଭସାଣି ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଛି | ସନ୍ଧ୍ୟାରେ ମାଁ ଗଜଲକ୍ଷ୍ମୀ ଙ୍କୁ ବାଜା ବଜାଇ, ବାଣ ଫୁଟାଇ ନାଚଗୀତ ରେ ଏକ ବିରାଟ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରାଇ ମେଲାଣି ଦିଆଯାଇଛି | ଏଥିରେ ମାଁ ଗଜଲକ୍ଷ୍ମୀ ପୂଜା କମିଟିର କେଶବ ରେଲି, ଜଗନ୍ନାଥ ରେଲି, ଲବ ରେଲି, ପାପନ୍ନା ରେଲି, ସୁରେନ୍ଦ୍ର ରେଲି, ରାଜୁ ରେଲି, ଶୋଭା ରେଲି, ଗୋପୀ ରେଲି, ସୁଦର୍ଶନ ରେଲି, ଶଶୀ ରେଲି, ଜିତୁ ରେଲି ରବଣା ରେଲି ପ୍ରମୁଖ ଙ୍କ ସମେତ ବହୁ ଗ୍ରାମବାସୀ ମାନେ ଯୋଗ ଦେଇଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

କୁମ୍ଭୀରଦା ସରକାରୀ ଉଚ୍ଚ ବିଦ୍ୟାଳୟରେ ଡେପୁଟେସନରେ ଯାଇଥିବା ଶିକ୍ଷକ ପ୍ରତ୍ୟାବର୍ତ୍ତନ ଦାବି ନେଇ ଛାତ୍ରଛାତ୍ରୀଙ୍କ ଧାରଣା ଓ ଫାଟକରେ ତାଲା

masiha

“ଜୁନାଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଧୁମଧାମରେ ସ୍ୱାୟତ ଶାସନ ଦିବସ ପାଳିତ 

Sunil Chandra Nayak

ଇନ୍ଦ୍ରାବତୀ ର ଅସ୍ତିତ୍ୱ ବଞ୍ଚାଇବା ପାଇଁ ଅଣ୍ଟା ଭିଡ଼ିଲେ ଇନ୍ଦ୍ରାବତୀ ନାଗରିକ ମଞ୍ଚ : ବିଧାୟକ ଙ୍କ ଜରିଆରେ ଦାବୀ ପତ୍ରପ୍ରଦାନ ଦାବୀ ପୂରଣ ନ ହେଲେ ଆନ୍ଦୋଲନ ନିଷ୍ପତ୍ତି

Sunil Chandra Nayak

Leave a Comment

error: Content is protected !!