ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଚିନ୍ତା ନିଦରେ ଶୋଇଛି ଗ୍ରାମ୍ୟ ଉନ୍ନୟନ ବିଭାଗ ଲୋକେ ହେଉଛନ୍ତି ହନ୍ତସନ୍ତ

ଅଚିନ୍ତା ନିଦରେ ଶୋଇଛି ଗ୍ରାମ୍ୟ ଉନ୍ନୟନ ବିଭାଗ ଲୋକେ ହେଉଛନ୍ତି ହନ୍ତସନ୍ତ

କେନ୍ଦ୍ରାପଡ଼ା: (ମସିହା ନିୟୁଜ)କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଅନ୍ତର୍ଗତ ତିଅର ଛକରୁ ବଳରାମ ପୁର ଦେଈ ନାଉକୋଣା କୁ ଯାଇଥିବା ମୁଖ୍ୟ ରାସ୍ତା ଏବେ ପାଲଟିଛି ଲୋକଙ୍କ ମରଣ ଯନ୍ତା ଦୈନଦିନ ହଜାର ହଜାର ଲୋକ ଏ ରାସ୍ତାରେ ଯିବା ଆସିବା କରନ୍ତି ,ଏ ରାସ୍ତା ଦେଇ ଯିବା ଆସିବା କରିବାକୁ ୧୦ ଗୋଟି ଗ୍ରାମର ଜନତା ନିର୍ଭର କରନ୍ତି ଏ ନେଇ ସ୍ଥାନୀୟ ଲୋକ ବାର ବାର ବିଜେଡି ବିଜେପି ଓ କଂଗ୍ରେସ ର ନେତା ମାନଙ୍କୁ ଅଭିଯୋଗ କରିବା ସତେ କୌଣସି କାର୍ଯ୍ୟ ସଫଳ ନହେବା ପରେ ଲୋକ ମାନେ ସ୍ଵାଧୀନ ବିଧାୟକ ପ୍ରାର୍ଥୀ ଇଂ ଦିବ୍ୟ ରଞ୍ଜନ ସ୍ବାଇଁଙ୍କୁ ସେ ରାସ୍ତା ଦେଇ ଯାଉଥିବା ସମୟରେ ଅଟକାୟୀ ସମସ୍ତ ଅଭିଯୋଗ କରିଥିଲେ ଦିବ୍ୟ ରଞ୍ଜନ ସ୍ବାଇଁ ତୁରନ୍ତ ବିଭାଗୀୟ ଅଧିକାରୀଙ୍କୁ ଚିଠି ଲେଖିବା ସହ ଅଧିକାରୀଙ୍କୁ ଫୋନ କରି ଅନୁରୋଧ କରିଛନ୍ତି ତୁରନ୍ତ ରାସ୍ତା ମରାମତି କରିବାକୁ. ଖୁବ ଶିଘ୍ର ମରାମତି ହେବ ବୋଲି ଇଂ ଦିବ୍ୟ ସ୍ଵାଇଁ ଲୋକ ମାନଙ୍କୁ ପ୍ରତିଶୃତି ଦେଇଛନ୍ତି ତା ସହ କହିଛନ୍ତି ଆମର ଏଠାକାର ଜନ ପ୍ରତିନିଧି ବାବୁ ମାନେ ନିଜର ଉନ୍ନତି କଥା ଚିନ୍ତା କରୁ କରୁ ସମୟ ଯାଉଛି ଲୋକଙ୍କ କଥା କଣ ବୁଝିବେ,ଆମ ନିର୍ବାଚନ ମଣ୍ଡଳୀ ରେ ଆଗକୁ ଯାହା କାମ କରିବାକୁ ପଡ଼ିବ ମୁ ସମସ୍ତ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ନିର୍ବାଚନ ମଣ୍ଡଳୀର ଅବସ୍ଥା ଦୂର କରିବି. ଏହା ହେଉଛି ମୋର କର୍ତ୍ତବ୍ୟ!

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!

Related posts

ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟାକାଣ୍ଡ; ୧୭ ବର୍ଷ ପରେ ମଧ୍ୟ ସାର୍ବଜନୀନ ହେଉନି ତଦନ୍ତ ରିପୋର୍ଟ

Sunil Chandra Nayak

ଭଗବାନ ବିର୍ସା ମୁଣ୍ଡା ଙ୍କ ଜନ୍ମ ବାର୍ଷିକ ଉପଲକ୍ଷେ ଜିଲା ସ୍ତରୀୟ ଜନଜାତୀୟ ଗୌରବ ଦିବସ ପାଳନ ସହ ଡାବୁଗାଁ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଉଦଘାଟିତ

Sunil Chandra Nayak

ରାଇରଙ୍ଗପୁର ଉଚ୍ଚ ବାଳିକା ପରିସରରେ ଛାତ୍ରଛାତ୍ରୀଙ୍କ ଚକ୍ଷୁ ପରୀକ୍ଷା

masiha

Leave a Comment

error: Content is protected !!