ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବରିଷ୍ଠ ଶିକ୍ଷାବିତ ପ୍ରାକ୍ତନ ପ୍ରଧାନ ଶିକ୍ଷକ ସାମ୍ୟବାଦୀ ନେତା କୃଷ୍ଣ ମୋହନ ରାଉତ ଙ୍କ ଏକାଦଶାହ ରେ ଅଗ୍ରଣୀ ସ୍ଵେଛାସେବୀ ଅନୁଷ୍ଠାନ ଧ୍ରୁବ ଅର୍ଣ୍ଣପୂର୍ଣ୍ଣା ସେବା ଓ କଳା ପରିଷଦ ଦ୍ୱାରା ସ୍ମୁତି ସଭା ଓ ଭଜନ ସମାରୋହ ଅନୁଷ୍ଠିତ

ବରିଷ୍ଠ ଶିକ୍ଷାବିତ ପ୍ରାକ୍ତନ ପ୍ରଧାନ ଶିକ୍ଷକ ସାମ୍ୟବାଦୀ ନେତା କୃଷ୍ଣ ମୋହନ ରାଉତ ଙ୍କ ଏକାଦଶାହ ରେ ଅଗ୍ରଣୀ ସ୍ଵେଛାସେବୀ ଅନୁଷ୍ଠାନ ଧ୍ରୁବ ଅର୍ଣ୍ଣପୂର୍ଣ୍ଣା ସେବା ଓ କଳା ପରିଷଦ ଦ୍ୱାରା ସ୍ମୁତି ସଭା ଓ ଭଜନ ସମାରୋହ ଅନୁଷ୍ଠିତ

କେନ୍ଦ୍ରାପଡ଼ା ଜିଲ୍ଲା ର ବିଶିଷ୍ଟ ଶିକ୍ଷା ବିତି ବରିଷ୍ଠ ସାମ୍ୟବାଦୀ ନେତା କୃଷ୍ଣ ମୋହନ ରାଉତ ଙ୍କ ଅକାଳବିୟୋଗ ରେ ଜନ୍ମମାଟି ପଟ୍ଟାମୁଣ୍ଡାଇ ବ୍ଲକ ର ଔପଦା ଲକ୍ଷ୍ମୀ କୃଷ୍ଣ ନିବାସ ରେ ରାଉତ ପରିବାରବଂଧୁ ବର୍ଗ ଙ୍କ ଦ୍ଵାରା ଅଗ୍ରଣୀ ସ୍ଵେଛାସେବୀ ଅନୁଷ୍ଠାନ ଓ କାଳ ପ୍ରତିଷ୍ଠାନ ଧ୍ରୁବ ଅର୍ଣ୍ଣପୂର୍ଣ୍ଣl କଳା ପରିଷଦ ର ସଭାପତି ସମାଜ ସେବି ନଳିନୀ କାନ୍ତ ସ୍ୱାଇଁ ଙ୍କ ସଭାପତିତୂ ରେ ଅନୁଷ୍ଠିତ ସ୍ମୁତି ସଭା ରେ ରାଜନଗର ର ପ୍ରାକ୍ତନ ବିଧାୟକ ଡ଼ ଅଲେଖ କୁମାର ଜେନା, ରାଜନଗର ମେଡିକାଲ ର ଅଧିକାରୀ ଡ଼ଃ ରଶ୍ମି ରଞ୍ଜନ ମହାନ୍ତି, ରାଜନଗର କଂଗ୍ରେସ ବିଧାୟକ ପ୍ରାଥୀ ଅଶୋକ ପ୍ରତିହାରୀ ବରିଷ୍ଠ ସାମ୍ୟବାଦୀ ନେତା ବାବାଜୀ ଧଳ, ସବେଶ୍ଵର ବାରିକ, ସଇଳ ମହାନ୍ତି, ବ୍ଲକ ବିଜେଡି ର ବରିଷ୍ଠ ନେତା ସୁବାଷ ଚନ୍ଦ୍ର ଦାସ ବ୍ଲକ ଉପାଧ୍ୟାକ୍ଷା ଙ୍କ ପ୍ରତିନିଧି ତ୍ରିଲୋଚନ ସ୍ୱାଇଁ ବରିଷ୍ଟ ପ୍ରାକ୍ତନପ୍ରସାସକକୁଶାସନ ମଲ୍ଲିକବିଶିଷ୍ଟ ଶିକ୍ଷା ବିତି ବିପ୍ର ଚରଣ ବହୁରା ଖଗେଶ୍ୱର ରାଉତ ସମାଜ ସେବି କୈଳାଶ ମହାନ୍ତି ସଚି ପାଣି ପ୍ରାକ୍ତନ ପ୍ରଧାନ ଶିକ୍ଷକ କିଶ୍ଵର ସେନ ଶିକ୍ଷକ ପ୍ରଫୁଲ୍ଲ ଶତପଥି  ବିଜେପି ଯୁବନେତା ଜୋତିପ୍ରଧାନ ପ୍ରାକ୍ତନ ସରପଞ୍ଚ ସବ୍ୟସାଚୀ ରାଉତ, ଭାନୁପ୍ରତାପ ପରିଡା ସମୀର ପ୍ରଧାନ,ପ୍ରାକ୍ତନ ସମିତି ସଭ୍ୟ ଭାଗ୍ୟଧର ମଲ୍ଲିକ ସାମ୍ୟବାଦୀ ନେତା ଅଶୋକ ଦାଶ,ଧ୍ରୁବ ଅର୍ଣ୍ଣପୂର୍ଣ୍ଣା ସେବା ପରିଷଦ ର ସଂଯୋଜକ ବିଶିଷ୍ଟ କଳାକାର ମାନଗୋବିନ୍ଦ ସ୍ୱାଇଁ, ଆଦରୀ ରାଉତ, କଳ୍ପନା ରାଉତ ଅକ୍ଷୟ ରାଉତ ସିଲା ରାଉତଚିନ୍ମୟ ରାଉତ ମୋନାଲିଶା ରାଉତ ସମେତ ବହୁ ରାଜନେତା ସମାଜ ସେବି,ଶିକ୍ଷାବିତି, କୃଷକ ନେତା ସ୍ମୁତି ସଭା ରେ କୃଷ୍ଣ ମୋହନ ରାଉତ ଙ୍କ ଜୀବନ କାଳ ଭିତରେ ସମାଜ ପାଇ କରିଥିବା ବିଭିନ୍ନ ସମାଜ କଲ୍ୟାଣ କାର୍ଯ୍ୟ ର ଗୁଣ ଗାନ କରିଥିଲେ। ପରିଶେଷରେ ଜିଲ୍ଲା ର ଅଗ୍ରଣୀ କଳା ଅନୁଷ୍ଠାନ ଧ୍ରୁବ ଅର୍ଣ୍ଣପୂର୍ଣ୍ଣi କଳା ପରିଷଦର କଳାକାର ଭଜନ ଓ ନାମ ସକ୍ରୀତନ ମାଧମରେ ଅଂଚଳ କୁ ଅଧlତ୍ମିକମୟ କରିଥିଲେ

ଶେଷରେ ବିଶିଷ୍ଟ ଶିକ୍ଷା ବିତି ଅଧ୍ୟାପିକା ପ୍ରତିମା ରାଉତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହିକାଯ୍ୟ କର୍ମ କୁ ସୌରଭ ରାଉତ ଶୁଭମ ରାଉତ ନବୀନ ରାଉତ ଅମୀୟ ରାଉତ ଅପନ ରାଉତ ଅରୂପ ରାଉତ ଅସିତ ରାଉତ ସମେତ ରାଉତ ପରିବାର ବଂଧୁ ବର୍ଗ ପରିଚାଳନା କରିଥିଲେ!

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!

Related posts

ଜିଲ୍ଲା ଆଇନସେବା ପ୍ରାଧିକରଣ ରୟଗଡା ଦ୍ୱାରା ନିରାଶ୍ରୟ ବୃଦ୍ଧା ଙ୍କୁ ଆଇନ ସହାୟତା

Sunil Chandra Nayak

ମହିଳା ଶିକ୍ଷା ଓ ସଚେତନତା ଆଜିର ମୁଖ୍ୟ ଆବଶ୍ୟକତା ବସନ୍ତପଡାରେ ଅନ୍ତର୍ଜାତୀୟ ମହିଳା ଦିବସ ସମାରୋହ

masiha

୭୯ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳିତ , ଅଭିବାଦନ ଗ୍ରହଣ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ

Sunil Chandra Nayak

Leave a Comment

error: Content is protected !!