ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଵାସିଙ୍ଗୀରେ ମା’ ମନସା ଦେବୀଙ୍କ ପୂଜା ଓ ଘଟ ଶୋଭାଯାତ୍ରା

ଵାସିଙ୍ଗୀରେ ମା’ ମନସା ଦେବୀଙ୍କ ପୂଜା ଓ ଘଟ ଶୋଭାଯାତ୍ରା

ମୟୂରଭଂଜ – ୧୮/୧୦ — ମୟୂରଭଂଜ ଜିଲ୍ଲାର ବହଳଦା ବ୍ଳକ ଅନ୍ତର୍ଗତ ଵାସିଙ୍ଗୀ ପଞ୍ଚାୟତର ବାସୀ ଙ୍ଗୀ ଗ୍ରାମର ଧୀରେନ ବାରିକଙ୍କ ଘରେ ବହୁ ବର୍ଷ ହେଲା ମା’ ମନସା ଦେବୀଙ୍କ ପୂଜାର୍ଚ୍ଚନା ହୋଇଆସୁଛି। ଶୁକ୍ରବାର ଓ ଶନିବାର ଦୁଇ ଦିନଧରି ପୂଜାର୍ଚନା ଧୁମଧାମରେ କରାଯାଇଛି ।ବହୁ ସଂଖ୍ୟାରେ ମାନସିକଧାରୀ ନିକଟସ୍ଥ ଜଳାଶୟ ରୁ ଜଳ ଆଣି ସିଦ୍ଧ ବୃକ୍ଷରେ ଥିବା ମା’ ଙ୍କ ପାଖରେ ପହଞ୍ଚିଥିଲେ ।ସେଠାରେ ପୂଜକଙ୍କ ଦ୍ଵାରା ପୂଜାର୍ଚ୍ଚନା କରାଯାଇଥିଲା ।ମାନସିକଧାରୀ ମାନେ ପୂଜାର୍ଚ୍ଚନା କରି ମା’ ଙ୍କ ଆଶୀର୍ବାଦ ନେଇଥିଲେ ।ବିଶ୍ବାସ ଅଛି ମା’ ମନସା ଦେବୀଙ୍କ ପାଖରେ ଯିଏ ମାନସିକ କରିଥାନ୍ତି ସେମାନେ କେବେହେଲେ ନିଷ୍ଠା ହୁଅନ୍ତି ନାହିଁ । ମା’ର ଙ୍କ ପୂଜା ଓ କଳଶ ଯାତ୍ରା ଦେଖିବାକୁ ଆଖପାଖ ପଡୋଶୀ ଝାଡ଼ଖଣ୍ଡରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଜନସମାଗମ ହୋଇଥିଲା ।କମିଟି ତରଫରୁ ସମସ୍ତ ଶ୍ରଦ୍ଧାଳୁଙ୍କୁ ଅନ୍ନପ୍ରସାଦ ବଣ୍ଟନ କରାଯାଇଥିଲା ।

ମୟୂରଭଂଜରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ 

Related posts

ଜଳୁଛି ଭାଟି :ବଢ଼ୁଛି ତାତି

Sunil Chandra Nayak

ଶ୍ରୀ ଯୋଗଵେଦାନ୍ତ ସମିତି ,ଭୂବନେଶ୍ବର ଆନୁକୁଲ୍ୟରେ ମହାମହିମ ରାଷ୍ଟ୍ରପତିଙ୍କ ପାହାଡପୁର ଗ୍ରାମ ଏବଂ ପୈତୃକ ଗ୍ରାମ ଉପରବେଡାରେ ତୁଳସୀ ପୂଜନ କାର୍ଯ୍ୟକ୍ରମ

Sunil Chandra Nayak

ପୁର୍ବତନ ଯୁବ ବିଜେଡି ସଭାପତିଙ୍କ ବିୟୋଗ

masiha

Leave a Comment

error: Content is protected !!