ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତେରେସିଂହା ଶିବ ମନ୍ଦିର ପରିଚାଳନା କମିଟି ଗଠିତ

ତେରେସିଂହା ଶିବ ମନ୍ଦିର ପରିଚାଳନା କମିଟି ଗଠିତ

କର୍ଲାମୁଣ୍ଡା, (ସୁଶାନ୍ତ ରଣା): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ତେରେସିଂହା ଗ୍ରାମର ନୂତନ ଶିବ ମନ୍ଦିର ପରିଚାଳନା କମିଟି ବୁଧବାର ଗଠିତ ହୋଇ ଯାଇଛି I ଉକ୍ତ ବୈଠକ ରେ ସର୍ବସମ୍ମତିକ୍ରମେ ସଭାପତି ଭାବେ ମଙ୍ଗଳ ମାଝୀ, ଉପସଭାପତି ରାଜକୁମର ରଣା, ସମ୍ପାଦକ ବସନ୍ତ କୁମାର ସାହୁ, ସହ ସମ୍ପାଦକ ମନୋଜ ରଣା, କୋଷାଧ୍ୟକ୍ଷ ରାକେଶ କେଡ଼ିଆ ରହିଥିବା ବେଳେ ଉପଦେଷ୍ଟା ଭାବରେ ବିଜୟ କୁମାର ପୁରୋହିତ, ମୁରଲୀଧର ରଣା, ମନୋଜ ଦାସ, ଭୁବନେ ରଣା, ଚୂଡ଼ାମଣି ବାଗ, ତ୍ରିନାଥ ରଣା, ସୁବିନ୍ଦ୍ର ରଣା, ସନାତନ ନାଏକ, ଯୋଗିନ୍ଦ୍ର ରଣା, ବିବେକ ଅଗ୍ରୱାଲ, ସିଦ୍ଧେଶ୍ୱର ରଣା ପ୍ରମୁଖ ରହିଛନ୍ତି I ଏଥିରେ କମିଟି ସଦସ୍ୟ ଭାବରେ ଚତୁର୍ଭୁଜ ରଣା, ଅକୃର ଗହିର, ତ୍ରିଗତ ଭୋଇ, ବିନୋଦ ଗହିର, କ୍ଷେତ୍ରମଣି ରଣା, ଯୁଗଳ କିଶୋର ନାଏକ, ମନୁ ରଣା, ଦେବେନ୍ଦ୍ର ରଣା, ଘନଶ୍ୟାମ ରଣା, ଜୟଦେବ ରଣା, ମୋତିଲାଲ ରଣା, ଯଶୋବନ୍ତ ଭୋଇ, ନିର୍ମଳ ରଣା ପ୍ରମୁଖ ରହିଥିଲେ I

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

 

Related posts

କଲାର ସମାଜ ର ସହସ୍ରାର୍ଜୁନ ଜୟନ୍ତୀ ଓ ନୂଆଖାଇ ଭେଟଘାଟ ନିମନ୍ତେ ପ୍ରସ୍ତୁତି ବୈଠକ

masiha

ଆଦି କର୍ମଯୋଗୀ ଅଭିଯାନ ଅନ୍ତର୍ଗତ ଆଦି ସେବା କେନ୍ଦ୍ର ଶୁଭ ଉଦ୍ଘାଟନ 

Sunil Chandra Nayak

ନବରଙ୍ଗପୁରରେ ପୁରାତନ ଛାତ୍ରମାନଙ୍କ ମିଳନ ଉତ୍ସବ ପାଳିତ 

masiha

Leave a Comment

error: Content is protected !!