ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆପଡ଼ା ଖୁଣ୍ଟିଆ ଭବନ ଠାରେ ପିସିସି କଂଗ୍ରେସ ମିଡ଼ିଆ ସେଲ ପକ୍ଷ ରୁ ସାମ୍ବାଦିକ ସମ୍ମିଳନୀ 

ନୂଆପଡ଼ା ଖୁଣ୍ଟିଆ ଭବନ ଠାରେ ପିସିସି କଂଗ୍ରେସ ମିଡ଼ିଆ ସେଲ ପକ୍ଷ ରୁ ସାମ୍ବାଦିକ ସମ୍ମିଳନୀ 

ଖଡ଼ିଆଳ,୨୨. ୧୦. ନୂଆପଡ଼ା ଖୁଣ୍ଟିଆ ଭବନ ଠାରେ ପିସିସି କଂଗ୍ରେସ ମିଡ଼ିଆ ସେଲ ପକ୍ଷ ରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଅଛି। ଏହି ସମ୍ମିଳନୀ ରେ ଅରବିନ୍ଦ ଦାଶ ଯୋଗ ଦେଇ ସୁଭଦ୍ରା ଯୋଜନା ରେ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରୀଙ୍କୁ ବଞ୍ଚିତ ନେଇ ଚକ୍ରାନ୍ତ କରୁଥିବା ପ୍ରକାଶ କରିଛନ୍ତି।ଦିନକୁ ୨୭ ଟଙ୍କା ୩୯ ପଇସା ପଡ଼ୁଥିବା ଏହି ଯୋଜନା ରେ ବଞ୍ଚିତ କରିବା ଏକ ବିଫଳତା। ସେ କହନ୍ତି ମହିଳା ଓ ଶିଶୁ ବିକାଶ ସହ ଏସ ଡ଼ବ୍ଲୁ ନିର୍ଦ୍ଧେଶକ ପ୍ରମୁଖ ସଚିବ କୁ ପତ୍ର ମଧ୍ୟମ ରେ ୨୧ ବର୍ଷ ରୁ ଉର୍ଦ୍ଧ ଛାତ୍ରୀମାନେ ୧୮ ହଜାର ରୁ ଉର୍ଦ୍ଧ ଷ୍ଟାଇପେଣ୍ଡ ପାଉଥିବା ମହିଳାଙ୍କୁ ସୁଭଦ୍ରା ଯୋଜନା ରୁ ବଞ୍ଚିତ କରିବାକୁ ବ୍ୟବସ୍ଥା କରୁଥିବା ଏକ ଅପାରଗତା ସରକାର ବୋଲି ଆକ୍ଷେପ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀ ରେ ବିଧାୟକ ପ୍ରାର୍ଥୀ ଘାସିରାମ ମାଝୀ ଙ୍କ ସମେତ ବହୁ ନେତା ସାମିଲ ହୋଇଥିଲେ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ମହାବିନାୟକଙ୍କ ଆଜ୍ଞାମାଳ ନେଇ ୨୧ତମ ଗଣେଶ ପୂଜାର ଶୁଭାରମ୍ଭ କଲା ପ୍ୟାଶନ କ୍ଲବ

Sunil Chandra Nayak

ଭାରତୀୟ ମଜଦୁର ସଂଘ ପକ୍ଷରୁ ଆପୋଲୋ ହସ୍ପିଟାଲ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କୁ ୫ ଦଫା ଦାବି ପତ୍ର ପ୍ରଦାନ

କାଶୀରାଜ ଵୈଦ୍ଯସଂଘ,ବାମନଘାଟୀ ଶାଖା ଆନୁକୁଲ୍ୟରେ ୭୬ ତମ ବନ ଉତ୍ସବ ଅବସରରେ ଔଷଧୀୟ ବୃକ୍ଷରୋପଣ

Sunil Chandra Nayak

Leave a Comment

error: Content is protected !!