ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ସ୍ତରୀୟ ଡ଼ିସ୍‌ଲେକ୍‌ସିଆ(ଶିକ୍ଷଣ ଅକ୍ଷମତା) ସଚେତନ‌ତା ଶିବିର 

ଜିଲ୍ଲା ସ୍ତରୀୟ ଡ଼ିସ୍‌ଲେକ୍‌ସିଆ(ଶିକ୍ଷଣ ଅକ୍ଷମତା) ସଚେତନ‌ତା ଶିବିର 

ତା.୨୪.୧୦.୨୦୨୫ ରିଖ ଶୁକ୍ରବାର ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ରାୟଗଡ଼ ଠାରେ ସମଗ୍ର ଶିକ୍ଷା ଆନୁକୂଲ୍ୟରେ ଏକ ଡ଼ିସ୍‌ଲେସିଆ ଶିକ୍ଷଣ ଅକ୍ଷମତା) ସଚେତନତା ଶିବିର ଆୟୋଜନ କରାଯାଇଥିଲା । ଗୋଷ୍ଠୀ ଉନ୍ନୟନ ଅଧିକାରୀ,. ରାୟଗଡ଼ ଶ୍ରୀଯୁକ୍ତ ସୁଜିତ୍ କୁମାର ମିଶ୍ର, ଓ ଅତିରିକ୍ତ ଅଧିକାରୀ ଶ୍ରୀଯୁକ୍ତ ଭଜନଲାଲ ମାଝୀ, ରାୟଗତ ସବୁଜ ପତକା ଦେଖାଇ ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ । ଏହି ଶୋଭାଯାତ୍ରା ବାଳିକା ଉଚ୍ଚ ବିଦ୍ୟାଳୟ ରୁ ଶିବ ମନ୍ଦିର ଛକ, ହାଥିପଥର ରାସ୍ତା, ଦେଇ ବାଳିକା ଉଚ୍ଚ ବିଦ୍ୟାଳୟରେ ପତ୍ୟାବର୍ତନ କରିଥିଲେ । ଶୋଭା ଯାତ୍ର ପରେ ଡ଼ିସ୍‌ଲେକ୍‌ସିଆ(ଶିକ୍ଷଣ ଅକ୍ଷମତା) ବିଷୟରେ ଏକ ସଭାର ଆୟୋଜନ କରାଯାଇଥିଲା । ଆଜିର କାର୍ଯ୍ୟକ୍ରମରେ ଗୋବିନ୍ଦ ଚନ୍ଦ୍ର ଉଚ୍ଚ ବିଦ୍ୟାଳୟ . ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ ଓ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରାୟ ୮୦ ଜଣ ଛାତ୍ରଛାତ୍ରୀ ଭାଗନେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସମଗ୍ର ଶିକ୍ଷା, ରାୟଗଡ଼ର ପେଡ଼ାଗୋଜି ସଂଯୋଜକ ଓ ଭିନ୍ନକ୍ଷମ ଶିକ୍ଷା ସଂଯୋଦକ, ଜିଲ୍ଲା ର ସମସ୍ତ ଗୋଷ୍ଠୀ ସମ୍ଭଳ ଶିକ୍ଷକ, ଶିକ୍ଷକ ଓ ଶିକ୍ଷୟତ୍ରୀ ଓ ସାଧନ କର୍ମୀ ଶ୍ରୀ କୃଷ୍ଣପ୍ରସାଦ ମିଶ୍ର, ଅଂଶଗ୍ରହଣ କରିଥିଲେ । ସମଗ୍ର ଶିକ୍ଷା, ରାୟଗଡ଼ ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଆଦର୍ଶ ସାମ୍ବାଦିକ ସଙ୍ଘର ବୈଠକ 

Sunil Chandra Nayak

ବିସ୍ଥାପିତ ଦାବିରେ ଲଛୁଗୁଡା ଗ୍ରାମବାସୀ ଙ୍କର ଧାରଣା

Sunil Chandra Nayak

ଓଡ଼ିଶା ସମବାୟ ସମିତି କର୍ମଚାରୀ ମହାମଞ୍ଚ, ଭୁବନେଶ୍ୱର ପକ୍ଷରୁ କଲମ ଛାଡ ଓ ଆନ୍ଦୋଳନ

masiha

Leave a Comment

error: Content is protected !!