ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ସାମୁହିକ ଶପଥପାଠ

ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ସାମୁହିକ ଶପଥପାଠ 

ଲାଞ୍ଜିଗଡ଼, ୩୧/୧୦(ମନିସ)-ଲୌହମାନବ ସର୍ଦ୍ଦାର ବଲ୍ଳଭ ଭାଇ ପଟେଲଙ୍କ ଜନ୍ମଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଆଜି ଲାଞ୍ଜିଗଡ଼ ବ୍ଲକ କାର୍ଯ୍ୟାଳୟ ପରିସରରେ କାର୍ଯ୍ୟାଳୟ ଅଧିକାରୀ ଓ କର୍ମଚାରୀମାନେ ସାମୁହିକ ଶପଥ ପାଠ କରିଛନ୍ତି। ସହକାରୀ ନିର୍ବାହୀ ଯନ୍ତ୍ରୀ ସୁବାସ ବେହେରା, ବରିଷ୍ଠ କିରାଣୀ ସୁନୀଲ କାନୁନଗୋ, ମନରେଗା ଏପିଇଓ ସଞ୍ଜିତ ପରିଡ଼ା, ବ୍ଲକ ଯୋଗାଣ ଅଧିକାରୀ ଦିଲୀପ ନାୟକ, କାର୍ଯ୍ୟକାରୀ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଭୀଷ୍ମ ମେହେର, ବ୍ଲକ କର୍ମଚାରୀ ଜଗଜ୍ଜୀବନ ମାଝୀ, ମାନସ ପାଢ଼ୀ, ବିଶ୍ୱମ୍ବର ତେଜି, ଉପେନ୍ଦ୍ର ସାଗର, ଜିତୁ ପୋଢ଼, ପବିତ୍ର ବେହେରା, ଲକ୍ଷ୍ମୀକାନ୍ତ ଦୁର୍ଗା ପ୍ରମୁଖ ସାମୁହିକ ଶପଥ ପାଠ କରିଥିଲେ। 

ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ୍ 

Related posts

ଉତ୍କଳମଣି ସେବାସଂସ୍ଥା ଅାନ୍ତର୍ଜାତୀୟ ନର୍ସ ଦିବସ ଅବସରରେ ସେବାକାର୍ଯ୍ୟ

masiha

ରାଇରଙ୍ଗପୁର ଉପଖଣ୍ଡ ପ୍ରାଣୀ ଚିକିତ୍ସାଳୟ ଅଧିନରେ ୪ ଜଣ ସହକାରୀ ପ୍ରାଣୀ ଚିକିତ୍ସକ ନିଯୁକ୍ତ

Sunil Chandra Nayak

ଓଏମସି କୁର୍ମିଟାର ଲୁହାପଥର ଖଣିରେ ଦୁର୍ଘଟଣା : ଜଣେ ଶ୍ରମିକଙ୍କ ମୃତ୍ୟୁ

Leave a Comment

error: Content is protected !!