ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ସାମୁହିକ ଶପଥପାଠ

ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ସାମୁହିକ ଶପଥପାଠ 

ଲାଞ୍ଜିଗଡ଼, ୩୧/୧୦(ମନିସ)-ଲୌହମାନବ ସର୍ଦ୍ଦାର ବଲ୍ଳଭ ଭାଇ ପଟେଲଙ୍କ ଜନ୍ମଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଆଜି ଲାଞ୍ଜିଗଡ଼ ବ୍ଲକ କାର୍ଯ୍ୟାଳୟ ପରିସରରେ କାର୍ଯ୍ୟାଳୟ ଅଧିକାରୀ ଓ କର୍ମଚାରୀମାନେ ସାମୁହିକ ଶପଥ ପାଠ କରିଛନ୍ତି। ସହକାରୀ ନିର୍ବାହୀ ଯନ୍ତ୍ରୀ ସୁବାସ ବେହେରା, ବରିଷ୍ଠ କିରାଣୀ ସୁନୀଲ କାନୁନଗୋ, ମନରେଗା ଏପିଇଓ ସଞ୍ଜିତ ପରିଡ଼ା, ବ୍ଲକ ଯୋଗାଣ ଅଧିକାରୀ ଦିଲୀପ ନାୟକ, କାର୍ଯ୍ୟକାରୀ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଭୀଷ୍ମ ମେହେର, ବ୍ଲକ କର୍ମଚାରୀ ଜଗଜ୍ଜୀବନ ମାଝୀ, ମାନସ ପାଢ଼ୀ, ବିଶ୍ୱମ୍ବର ତେଜି, ଉପେନ୍ଦ୍ର ସାଗର, ଜିତୁ ପୋଢ଼, ପବିତ୍ର ବେହେରା, ଲକ୍ଷ୍ମୀକାନ୍ତ ଦୁର୍ଗା ପ୍ରମୁଖ ସାମୁହିକ ଶପଥ ପାଠ କରିଥିଲେ। 

ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ୍ 

Related posts

ଲକ୍ଷ୍ମଣ ନାୟକଙ୍କ ବଳିଦାନ ଦିବସ ପାଳନ 

Sunil Chandra Nayak

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟରେ ବାୟୁ ସେନାରେ ନିଯୁକ୍ତି ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ

masiha

ଜିଲ୍ଲା ପ୍ରଶାସନକୁ ଆଢୁଆଳରେ ରଖି ଅଧପନ୍ତରିଆ ଭାବେ ତିଳପଟା ଅଙ୍ଗନବାଡି କେନ୍ଦ୍ରର ନିର୍ମାଣ,ଏବେ ବି ବାକି ରହିଛି ଶୌଚାଳୟ ଓ ପ୍ଲାଷ୍ଟର କାର୍ଯ୍ୟ 

Leave a Comment

error: Content is protected !!