ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମଧ୍ୟପ୍ରଦେଶ ସରକାର ପ୍ରତିନିଧି ଦଳ ଙ୍କ ଓଡ଼ିଶା ମୁଖ୍ୟମନ୍ତ୍ରୀ ଙ୍କୁ ପ୍ରଶଂସା

୫ଟି ରୂପାନ୍ତରୀକରଣ କାର୍ଯ୍ୟକ୍ରମ ସମ୍ପର୍କରେ ଜାଣିବା ପାଇଁ ଓଡ଼ିଶା ଆସିଥିବା ମଧ୍ୟପ୍ରଦେଶ ପଞ୍ଚାୟତିରାଜ ବିଭାଗର ପ୍ରତିନିଧିଦଳ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଶଂସା କରିଛନ୍ତି। ସ୍କୁଲ ଭିତ୍ତିଭୂମି ଓ ନିର୍ମାଣ ଶୈଳୀ ଦେଖି ଖୁସି ହେବା ସହ ମଧ୍ୟପ୍ରଦେଶରେ ଏହାକୁ କାର୍ଯ୍ୟକାରୀ କରିବା ନେଇ ମତାମତ ନେଇଛନ୍ତି।

ରାଜ୍ୟବ୍ୟାପୀ ରୂପାନ୍ତିକରଣ ୫ଟି ସ୍କୁଲ କାର୍ଯ୍ୟ ଚାଲୁଥିବା ବେଳେ ଏହା କିପରି ଚାଲିଛି ତାହା ଦେଖିବା ପାଇଁ ମଧ୍ୟପ୍ରଦେଶ ସରକାର ଙ୍କ ପଞ୍ଚାୟତ ରାଜ ଏବଂ ପାନୀୟ ଜଳଯୋଗାଣ ର ଏକ ପ୍ରତିନିଧି ଦଳ ପିପିଲି ଆସିଥିଲେ ଓ ସେମାନେ ସ୍କୁଲର ଭିତ୍ତିଭୂମି ଦେଖି ଖୁସି ହୋଇ ଯାଇଥିଲେ।ସେମାନେ୫ଟି ସଚିବ ଓ ମୁଖ୍ୟମନ୍ତ୍ରୀ ଙ୍କୁ ଭୁୟସୀ ପ୍ରଶଂସା କରିଥିଲେ।ଓଡ଼ିଶାର ନିର୍ମାଣ ଶୈଳୀ କୁ ଦେଖିବା ପରେ ମଧ୍ୟପ୍ରଦେଶ ରେ ବିଦ୍ୟାଳୟ ଗୁଡିକ କୁ ଏଭଳି ରୂପାନ୍ତରିତ କରାଯିବ ବୋଲି କହିଥିଲେ।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଆନନ୍ଦପୁର ଓକିଲ ସଂଘ ଦ୍ବାରା ଆୟୋଜିତ ୨ୟ ଏବିସିସି କ୍ରିକେଟ କପ ୨୦୨୨ ଉଦଯାପିତ

ଆରମ୍ଭ ହେଲା ନର୍ଲାରୋଡ ରେ ଦୁର୍ଗାପୂଜା, ସନ୍ଧ୍ୟା ଆଳତି ପାଇଁ ଜମୁଛି ଶ୍ରଦ୍ଧାଳୁ ଙ୍କ ଭିଡ଼

Sunil Chandra Nayak

ବାଲେଶ୍ବର – ବେଆଇନ ପାର୍କିଂ, ବସ ଓ ଟ୍ରକ ମୁହାଁମୁହିଁ ଧକ୍କା

Leave a Comment

error: Content is protected !!