ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜନ୍ମ ଦିନରେ କର୍କଟ ରୋଗୀଙ୍କୁ ସାହାଯ୍ୟ କରିଲେ ସିପୁନ ସାହୁ

ଜନ୍ମ ଦିନରେ କର୍କଟ ରୋଗୀଙ୍କୁ ସାହାଯ୍ୟ କରିଲେ ସିପୁନ ସାହୁ

ନିଜ ଜନ୍ମ ଦିନରେ ସିପୁନ ସାହୁ ଆରୁହାଁ ଗାଁ ର ମୁଖ କର୍କଟ ରୋଗୀ ଦିଲୀପ ଦେହୁରୀଙ୍କୁ ଏକ ମାସର ରାସନ୍ ସାମଗ୍ରୀ ପ୍ରଦାନ କରିଲେ।ମୁଖ କର୍କଟ ରୋଗରେ ଆକ୍ରାନ୍ତ ଦିଲୀପ ଗତ କିଛିଦିନ ହେବ କୌଣସି କାର୍ଯ୍ୟ କରି ପାରୁ ନ ଥିଲେ।ପରିବାର କହିଲେ ସ୍ତ୍ରୀ ଓ 3 ଟା ଛୁଆ।ବର୍ତ୍ତମାନ ସେ କଟକ ବଡ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି।ଏହିକଥା ସିପୁଙ୍କୁ ସାମାଜିକ ସାଂସ୍କୃତିକ ବିକାଶ ସଂଘର ସଦସ୍ୟା ସୌମ୍ୟା ମିଶ୍ର ଜଣାଇ ଥିଲେ।ଏହାପରେ ସିପୁନ ସାହାଯ୍ୟର ହାତ ବଢ଼ାଇ ଥିଲେ।ସଂଘର ଅନ୍ୟ ସଦସ୍ୟ ଗୁଡ଼ି ଶତପଥୀ ଓ ସ୍ୱର୍ଣ୍ଣପ୍ରଭାଙ୍କ ଉପସ୍ଥିତି ରେ ଦିଲୀପ ଙ୍କୁ ଏକ ମାସର ରାସନ୍ ସାମଗ୍ରୀ ପ୍ରଦାନ କରାଗଲା।

ଶୁଭମ୍ ପାଣି ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁର !ଚଳନ୍ତା ଟ୍ରେନ ରୁ ଆସି ଯୁବକ ଗୁରୁତର

masiha

ଖଇରମାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ

masiha

ଦାସକାଠିଆ ସଂଘର କାର୍ଯ୍ୟକାରିଣୀ ବୈଠକ 

masiha

Leave a Comment

error: Content is protected !!