ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜନ୍ମ ଦିନରେ କର୍କଟ ରୋଗୀଙ୍କୁ ସାହାଯ୍ୟ କରିଲେ ସିପୁନ ସାହୁ

ଜନ୍ମ ଦିନରେ କର୍କଟ ରୋଗୀଙ୍କୁ ସାହାଯ୍ୟ କରିଲେ ସିପୁନ ସାହୁ

ନିଜ ଜନ୍ମ ଦିନରେ ସିପୁନ ସାହୁ ଆରୁହାଁ ଗାଁ ର ମୁଖ କର୍କଟ ରୋଗୀ ଦିଲୀପ ଦେହୁରୀଙ୍କୁ ଏକ ମାସର ରାସନ୍ ସାମଗ୍ରୀ ପ୍ରଦାନ କରିଲେ।ମୁଖ କର୍କଟ ରୋଗରେ ଆକ୍ରାନ୍ତ ଦିଲୀପ ଗତ କିଛିଦିନ ହେବ କୌଣସି କାର୍ଯ୍ୟ କରି ପାରୁ ନ ଥିଲେ।ପରିବାର କହିଲେ ସ୍ତ୍ରୀ ଓ 3 ଟା ଛୁଆ।ବର୍ତ୍ତମାନ ସେ କଟକ ବଡ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି।ଏହିକଥା ସିପୁଙ୍କୁ ସାମାଜିକ ସାଂସ୍କୃତିକ ବିକାଶ ସଂଘର ସଦସ୍ୟା ସୌମ୍ୟା ମିଶ୍ର ଜଣାଇ ଥିଲେ।ଏହାପରେ ସିପୁନ ସାହାଯ୍ୟର ହାତ ବଢ଼ାଇ ଥିଲେ।ସଂଘର ଅନ୍ୟ ସଦସ୍ୟ ଗୁଡ଼ି ଶତପଥୀ ଓ ସ୍ୱର୍ଣ୍ଣପ୍ରଭାଙ୍କ ଉପସ୍ଥିତି ରେ ଦିଲୀପ ଙ୍କୁ ଏକ ମାସର ରାସନ୍ ସାମଗ୍ରୀ ପ୍ରଦାନ କରାଗଲା।

ଶୁଭମ୍ ପାଣି ଙ୍କ ରିପୋର୍ଟ୍ 

Related posts

ଏଫ୍. ଏମ୍. କଲେଜ ଛାତ୍ରୀ ସୌମ୍ୟାଶ୍ରୀ ର ଏକାଦଶାହ ଉପଲକ୍ଷେ ଶ୍ରଦ୍ଧାଞ୍ଜଳି ସଭା ଓ ବଳଙ୍ଗା, ନବରଙ୍ଗପୁର ସହ ଜଗତ୍ସିଂହପୁର ଛାତ୍ରୀ ଙ୍କ ଆଶୁ ଆରୋଗ୍ୟ ନିମନ୍ତେ ପ୍ରଦୀପ ପ୍ରଜ୍ଜ୍ଵଳନ 

Sunil Chandra Nayak

ଢେଙ୍କାନାଳ କବିଭୂଷଣ ରାଜକିଶୋର ପଟ୍ଟନାୟକ ସ୍ମୃତି ସଂସଦ ପକ୍ଷରୁ ସ୍ୱାଧୀନତା ସଂଗ୍ରାମୀ ବୀର ମୂଷା ମଲ୍ଲିକଙ୍କ ଶ୍ରାଦ୍ଧ ବାର୍ଷିକୀ- ୨୦୨୬ ପାଳିତ 

ମହାରାଣୀ କସ୍ତୁରିକା ମୋଦିନୀ ଦେବୀ ଡିଗ୍ରୀ ମହା ବିଦ୍ୟାଳୟରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!