ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯଶୋବନ୍ତ ପୂଝରୀଙ୍କ ପରଲୋକ 

ଯଶୋବନ୍ତ ପୂଝରୀଙ୍କ ପରଲୋକ 

ନର୍ଲା /ମସିହା/2/11/25 —  ନର୍ଲାର ଯୁବ ନେତା ଯୋଶୋବନ୍ତ ପୂଝରୀ ରବିବାର ସକାଳ ୧୦ଟା ସମୟରେ ଦେହାନ୍ତ ହୋଇଛି l ମୃତ୍ୟୁ ସମୟରେ ତାଙ୍କୁ ୪୭ ବର୍ଷ ବୟସ ହୋଇଥିଲା l ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ lରବିବାର ତାଙ୍କ ଦେହାନ୍ତ ହୋଇଯାଇଛି l ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ବାପା ଯୁଧିଷ୍ଠିର ପୂଝରୀ,ମାଆ, ଜ୍ୟେଷ୍ଠ ଭାଇ ସୁମନ୍ତ ପୂଝରୀ, ତାଙ୍କ ଧର୍ମ ପତ୍ନୀ, ପୁଅ ଉପସ୍ଥିତ ଥିଲେ l ସେ ବିଜେଡି ପାର୍ଟିର ଜଣେ ସକ୍ରିୟ କାର୍ଯ୍ୟ କର୍ତ୍ତା ରହିଥିଲେ l ନିକଟସ୍ତ ଗାଡ଼ିଆ ଜୋର ସ୍ତିତ ଶ୍ମାଶନରେ ଶେଷକୃତ ସମ୍ପନ୍ନ ହୋଇଛି l ତାଙ୍କ ମୃତ୍ୟୁ ରେ ନର୍ଲା ବିଧାୟିକା ମନୋରମା ମହାନ୍ତି, ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ବରିଷ୍ଠ ସାମ୍ବାଦିକ ଦୀପକ ଠାକୁର, ଜଗତରାମ ସାହୁ, ତ୍ରିଲୋଚନ ଗଉଡ଼, ନୀଳକଣ୍ଠ ବେହେରା ଶୋକ ବ୍ୟକ୍ତ କରିଛନ୍ତି l 

ଦୀପକ ଠାକୁର ଙ୍କ ରିପୋର୍ଟ୍ 

Related posts

ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମ ଏମ୍. କେ କ୍ଳାସେସ୍ ରେ

masiha

ରାୟଗଡ଼ା ଶ୍ରୀ ସତ୍ୟ ସାଇ ସେବା ସମିତି ପକ୍ଷରୁ ବାବାଙ୍କ ୯୯ ତମ ଜୟନ୍ତୀ ପାଳନ 

masiha

ପ୍ରବାଦ ପୁରୁଷ ବିଜୁ ବାବୁ ଯୁଗ ଯୁଗ ପାଇଁ ମନେ ରହିବେ

Sunil Chandra Nayak

Leave a Comment

error: Content is protected !!