ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମଙ୍ଗଳପୁର ତୈଳିକ ବୈଶ୍ୟ ସମାଜର ୨ୟ ବାର୍ଷିକ ବୋଇତ ବନ୍ଦାଣ ଉତ୍ସବ

ମଙ୍ଗଳପୁର ତୈଳିକ ବୈଶ୍ୟ ସମାଜର ୨ୟ ବାର୍ଷିକ ବୋଇତ ବନ୍ଦାଣ ଉତ୍ସବ

ଢେଙ୍କାନାଳ, ୪/୧୧: ତୈଳିକ ବୈଶ୍ୟ ସମାଜ ମଙ୍ଗଳପୁର ଢେଙ୍କାନାଳର ୨ୟ ବାର୍ଷିକ ବୋଇତ ବନ୍ଦାଣ ଉତ୍ସବ ପାଳନ ଅବସରରେ ପ୍ରଥମେ ମଜୁରୀ ଛକ ମା’ ମଙ୍ଗଳାଙ୍କ ମନ୍ଦିର ପ୍ରାଙ୍ଗଣରେ ବୋଇତ ପୂଜା ଅର୍ଚ୍ଚନା କରାଯାଇ ବୋଇତ ସାଙ୍ଗରେ ସମାଜର ସମସ୍ତ ଚୂଲିଭାଇମାନ‌ଙ୍କ ମିଳିତ ସ‌ହ‌ଯୋଗ ସହ ଗ୍ରାମର ସମସ୍ତ ସଜାତୀୟ ଭାଇମାନଙ୍କ ଦାଣ୍ଡରେ ବୋଇତକୁ ପୂଜା ଅର୍ଜନା ସହିତ ମହାସମାରୋହରେ ବନ୍ଦାପନା କରାଯାଇଥିଲା । ଏଥିରେ ଉପଦେଷ୍ଟା ପୁରୁଷୋତମ ସାହୁ, ସଭାପତି ବିଚିତ୍ରାନନ୍ଦ ସାହୁ, ସମ୍ପାଦକ ଜଳନ୍ଧର ସାହୁ, ଉପସଭାପତି ବଲ୍ଲଭଚନ୍ଦ୍ର ଦାସ, ସମସ୍ତ କମିଟି ସଭ୍ୟ ତଥା ବିଚିତ୍ରାନନ୍ଦ ଦାସ, ଦୈତାରୀ ସାହୁ, ନିତ୍ୟାନନ୍ଦ ସାହୁ, ସୁଧାକର ପୃଷ୍ଟି, ବ୍ରଜବନ୍ଧୁ ସାହୁ, ଅଭିମନ୍ୟୁ ଦାସ, ଗଗନ ବିହାରୀ ଦାସ, ବାସୁଦେବ ଦାସ, ଦୀପକ କୁମାର ସେନାପତି, ଜିତେନ୍ଦ୍ର ସାହୁ, ମାଧବ ଚନ୍ଦ୍ର ସାହୁ, ବିଗ୍ନେଶ୍ବର ସାହୁ, ମଥୁରା ଦାସ ଏବଂ ଆମ ସମାଜ କୀର୍ତନ ମଣ୍ଡଳୀମାନଙ୍କ ଦ୍ବାରା ମିଳିତ ସ‌ହ‌ଯୋଗରେ ମହାସମାରୋହରେ ବୋଇତ ବନ୍ଦାଣ ଉତ୍ସବ ପାଳନ କରାଯାଇଥିଲା । 

ଶୁଭମ୍ ପାଣି ଙ୍କ ରିପୋର୍ଟ୍ 

Related posts

ଭବାନୀପାଟଣା ଠାରେ ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ସମ୍ଭନ୍ଧୀୟ ଜିଲ୍ଲା ସମନ୍ୟୟ କମିଟି ବୈଠକ 

Sunil Chandra Nayak

ଆଦିକବି ସାରଳା ଦାସ ମହାବିଦ୍ୟାଳୟରେ ଓଡ଼ିଆ ଭାଷା ସାହିତ୍ୟର ବାର୍ଷିକ ଉତ୍ସବ

Sunil Chandra Nayak

ଭବାନୀପାଟଣା ପୌର ପରିଷଦ ଓ ଜୁନାଗଡ଼ ଏନ୍ଏସିରେ ଅନାସ୍ଥା ପ୍ରସ୍ତାବକୁ ନେଇ ରାଜନୀତି ସରଗରମ…. ୯ରେ ଜୁନାଗଡ଼, ୧୨ରେ ଭବାନୀପାଟଣାରେ ସ୍ବତନ୍ତ୍ର ବୈଠକ ପାଇଁ ନିର୍ଦ୍ଦେଶ

masiha

Leave a Comment

error: Content is protected !!