ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାମ୍ବାଦିକ ସତ୍ୟ ଦାଶ ଙ୍କ ପ୍ରତି ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ

ସାମ୍ବାଦିକ ସତ୍ୟ ଦାଶ ଙ୍କ ପ୍ରତି ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ

ଭବାନୀପାଟଣା/ ବରିଷ୍ଠ ସାମ୍ବାଦିକ ସତ୍ଯ ନାରାୟଣ ଦାଶ ଙ୍କ ଅକାଳ ବିୟୋଗ ଖବର ନେଇ କଳାହାଣ୍ଡି ଜିଲ୍ଲାର ସାମ୍ବାଦିକ ମାନଙ୍କ ତରଫରୁ ସ୍ତାନୀୟ ଜିଲା ଅମଲା ଭବନ ଠାରେ ଏକ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଟିତ ହୋଇଯାଇଛି. ବରିଷ୍ଠ ସାମ୍ବାଦିକ ସତ୍ୟ ନାରାୟଣ ମହାପାତ୍ରଙ୍କ ଆବାହକତ୍ବରେ ଅନୁଷ୍ଠିତ ଶୋକ ସଭାରେ ସମସ୍ତ ସାମ୍ବାଦିକ ମର୍ମାହତ ହୋଇ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରି ସ୍ଵର୍ଗତ ଦାଶଙ୍କ ସ୍ମୃତି ଚାରଣ କରି ଥିଲେ. ଏହି ଶୋକ ସଭାରେ ବିଶିଷ୍ଟ ସାମ୍ବାଦିକ ଉମାଶଙ୍କର କର, ସ୍ଵାଧୀନ ପାତ୍ର, ଦେବେନ୍ଦ୍ର ବିଶି ,ସନ୍ତୋଷ ପ୍ରଧାନ, ମନୋଜ ନାୟକ, ଅମିର ମହମ୍ମଦ,ଶିବା ନାୟକ, ଶୁଭମ ରୋହିଲା, ବିକାଶ ଷଡଙ୍ଗୀ, ମନ ମୋହନ ପ୍ରଧାନ,ବିଷ୍ନୁ ଚରଣ ସ୍ଵାଇଁ, ଅଜିତ ସିଂ, ଶାନ୍ତନୁ ବେହେରା, କବିରାଜ ଦୁର୍ଗା, ସମାଜସେବୀ ଶିବରାମ ନାୟକ, ପ୍ରମୂଖ ସ୍ଵର୍ଗତ ଦାଶ ଙ୍କ ଅମର ଆତ୍ମାର ସଦଗତି କାମନା ସହ ସ୍ମୃତି ଚାରଣ କରିଥିଲେ.।

 ବିଷ୍ନୁ ଚରଣ ସ୍ଵାଇଁ ଙ୍କ ରିପୋଟିଂ

Related posts

ଦାବି ପୂରଣ ନହେଲେ ନିଖିଳ ଓଡ଼ିଶା ରାଜ୍ୟ ସଡ଼କ ପରିବହନ କର୍ମଚାରି ମହାସଂଘ ପକ୍ଷରୁ ଡ଼ିସେମ୍ବର ୫ତାରିଖରେ ଧାରଣା

masiha

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ଵପ୍ରସିଦ୍ଧ ରଥଯାତ୍ରା ଶୃଙ୍ଖଳିତ ଏବଂ ସୁପରିଚାଳନା ଭାବେ ସମ୍ପନ୍ନ କରିବା ନିମନ୍ତେ ଡିଜିପି ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

masiha

ଜାତି ପ୍ରମାଣପତ୍ର ପ୍ରଦାନରେ ଆର ଆଇଙ୍କ ଅସହଯୋଗ ଅସନ୍ତୋଷ ପ୍ରକାଶ କଲେ ବିଧାୟକ….

Sunil Chandra Nayak

Leave a Comment

error: Content is protected !!