ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖଡ଼ିଆଳ ପୂର୍ବତନ ବିଧାୟକ ହିତେଶ କୁମାର ବଗର୍ତ୍ତି ଅଖିଳ ଭାରତବର୍ଷ ଯାଦବ ମହା ସମାଜର ଉପ-ସଭାପତି ରୂପେ ମନୋନୀତ, ଖଡିଆଳ ଜିଲ୍ଲା ଓ ନଗର ଯାଦବ ସମାଜ ପକ୍ଷ ରୁ ବିପୁଳ ସମ୍ବର୍ଦ୍ଧନା

ନୂଆପଡା // ଖଡ଼ିଆଳ ପୂର୍ବତନ ବିଧାୟକ ହିତେଶ କୁମାର ବଗର୍ତ୍ତି ଅଖିଳ ଭାରତୀୟ ଯାଦବ ମହା ସମାଜର ଉପ-ସଭାପତି ରୂପେ ମନୋନୀତ, ଖଡିଆଳ ନଗର ଯାଦବ ସମାଜ ପକ୍ଷ ରୁ ବିପୁଳ ସମ୍ବର୍ଦ୍ଧନା ଦେଇଛନ୍ତି। ଅଖିଳ ଭାରତୀୟ ଯାଦବ ମହା ସମାଜର ରାଷ୍ଟ୍ରୀୟ ଅଧ୍ୟକ୍ଷ ଛତିଶ ଜି ଯାଦବ ଙ୍କୁ ଅନେକ କୃତଜ୍ଞତା ଜଣାଇବା ସହ ତାଙ୍କୁ ଦେଇଥିବା ଦାୟିତ୍ବ କୁ ନିଷ୍ଠାର ସହ ପାଳନ କରିବେ। ତୃଣମୂଳ ସ୍ତରରେ ଯାଦବ ସମାଜ କୁ ମଜଭୁତ କରିବା ସହ ଓବିଶି ଙ୍କ ହକ ଓ ଅଧିକାର ଏବଂ ନ୍ୟାୟ ପାଇଁ ଲଢେଇ କରିବାକୁ ଆହ୍ବାନ କରିଥିଲେ। ଏହି ସମ୍ବର୍ଦ୍ଧନା ସଭାରେ ଜିଲ୍ଲା ଯାଦବ ସମାଜ ଉପ ସଭାପତି କିଶୋର କଠାର, ନଗର ସଭାପତି ଶୁକ୍ରୁ ବାଗ, ବରିଷ୍ଠ ସଦସ୍ୟ ଦୁର୍ଜନ ନାଗ, ନଗର ସମ୍ପାଦକ ସୁଜନ କୁମାର ନାଗ, ବିଶ୍ବନାଥ କଟା, ଅଶୋକ ବାଗ, ଘାସିରାମ ଭୋଇ,ପ୍ରମୁଖ ଯୋଗ ଦେଇଥିଲେ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ପ୍ରେମରେ ଜାତି ସାଜିଲା ପ୍ରତିବନ୍ଧକ:ଜୀବନ ହାରିଲେ ନାବାଳିକା

Sunil Chandra Nayak

ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଏକତା ଦୌଡ଼ ଅନୁଷ୍ଠିତ

Sunil Chandra Nayak

କୋଇଡ଼ା ବ୍ଲକରେ ଜାତୀୟ ପଂଚାୟତ ରାଜ ଦିବସ ମହାସମାରୋହରେ ପାଳିତ 

masiha

Leave a Comment

error: Content is protected !!