ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ରାଜନଗର ପୋଲିସ କବ୍ଜାରେ ଦୁଇ ବାଇକ୍ ଚୋର, ଦୋକାନରୁ ଵାସନ ଚୋରକୁ ଧରିବେ କେଵେ ?

ରାଜନଗର ପୋଲିସ କବ୍ଜାରେ ଦୁଇ ବାଇକ୍ ଚୋର, ଦୋକାନରୁ ଵାସନ ଚୋରକୁ ଧରିବେ କେଵେ ?

ରାଜନଗର -(ମସିହା ନିୟୁଜ )କେନ୍ଦ୍ରାପଡ଼ା ଜିଲ୍ଲା ର ରାଜନଗର ବ୍ଲକ ସଦର ମହକୁମାରେ ଏଵେ ଚେ।ରା ବିଦେଶୀ ମଦର ବନ୍ୟା ଛୁଟୁଛି।ରୋକି ବାର ନା ଧରୁନି ନାହିଁ ଏହା ପେ।ଲିସିର କଡା ଶାସନ ନା ଅବକାରୀ ବିଭାଗର ସ୍ବଛତା। ଯାହାଫଳରେ ଗଳିକନ୍ଦିରେ ମଦର ଆସର ଜମିଥିବା ଵେଳେ ମହିଷାସୁର ଠାରୁ ରାଜନଗର ଵଜାରରେ, 4/5ଟି ମେ।ଵାଇଲ୍ ସ୍କୁଟି ବାଇକରେ ମଦ ଵିକ୍ରୀ ଚାଲିଛି। ରାଜନଗର ପୋଲିସ ଯେତିକି ଧରୁଛି ତାହା ସମୁଦ୍ରକୁ ଶଙ୍ଖେ, କାର୍ଯ୍ୟାନୁଷ୍ଠାନ ମଧ୍ୟ ହାଲକା ହେବାରୁ ଅଭିଯୁକ୍ତ, ଵେଲରେ ଆସି ପୂର୍ବ ଅପେକ୍ଷା ଅଧିକ ବିକ୍ରି ଦିନ ବେଳା ରେ ଖୁଲୁମ ଖୁଲା ମଦ ବିକ୍ରୀ କରୁଛନ୍ତି। ଅବକାରୀ ବିଭାଗ ଚେ।ରା ବେପାରିଙ୍କୁ ଜ୍ବାଇ ପୁଅକୁ ଡାକିଲା ଭଳି ଡାକି କେଶ ଦେଇ କର୍ତ୍ତଵ୍ୟ ସାରି ମାସିକିଆ ପାଉଣା ଧରି ଛୁ, ଘରପାଖରେ ମଦ ମିଳୁଥିବାରୁ ଦିନ କୁ ଦିନ ମଦୁଆଙ୍କ ସଙ୍ଖ୍ୟା ବଢିବଢି ଚାଲିଛି। ଯାହାଫଳରେ ମଦ ପାଇଁ ଅର୍ଥାଭାବ ହେଲେ ଵାଧ୍ୟ ହେ।ଇ ଚେ।ରିକୁ ଆପଣେଈ ନେଉଛନ୍ତି। ସେଥିରେ ସ୍ବଳ୍ଫ ପେ।ଲିସ କର୍ମଚାରୀ ମଧ୍ୟରେ ସଠିକ ଢଙ୍ଗରେ ଚେ।ରଙ୍କୁ ଧରିବା ସମ୍ଭବ ହେଉନଥିବା ଦେଖାଦେଇଛି। ମଙ୍ଗଳଵାର ୪ତାରିଖରେ ରାଜନଗର ବଜାରରେ ପୂର୍ଣ୍ଣିମା ପାଇଁ ଧିରେ ଧିରେ ଲେ।କମାନଙ୍କର ସମାଗମ କମିଯାଇଥିଲା ଏହି ସମୟରେ ବାଇକ ରଖି ଜିନିଷ କିଣିବାକୁ ଦେ।କାନ ଭିତରକୁ କୁ ଯାଇ ବାହାରକୁ ଆସି ଦେଖିଲା ତାଙ୍କର ଵାଇକ୍ ନାହିଁ। କିଛି ସମୟ ଖେ।ଜାଖେ।ଜି ପରେ ନିରାଶ ହେ।ଇ ଥାନାରେ ଲିଖିତ ଅଭିଯେ।ଗ ଦେଇଥିଲେ ବାଇକ ମାଲିକ ନିଶାଣିପଲାର ଵିଭୁତି ପ୍ରଧାନ। ଠିକ୍ କିଛି ସମୟ ପରେ ଗର୍ଜନପୁରୁ ଗ୍ରାମର ସୁଶାନ୍ତ ଦାସ ନିଜ ଘର ଆଗରେ ବାଇକ ରଖି ଘରଭିତରେ ଥିଲେ, ବାହାରକୁ ଆସି ଦେଖିଲେ ବାଇକ ନାହିଁ। ସେ ବାଇକ ତଲାସିବାକୁ ପଟ୍ଟାମୁଣ୍ଡାଇ ପର୍ଯନ୍ତ ଯାଇ ଵାଇକ ସନ୍ଧାନ ନ ପାଇ ଫେରି ଆସୁଥିଲେ। ଅଢାଯେ।ଡି ବଜାର ଉପରେ ଦୁର୍ଵୁର୍ତ୍ତ ଚେ।ରୀ ବାଇକ୍। ଲିକ୍ ହେବାରୁ ଛିଡା କରିଥିଲେ, ଲିକ୍ ମାରି ଫେରାର ହୋଇ ଯାଇଥାନ୍ତେ ହେଲେ ଏତିକିଵେଳେ ମନଦୁଖରେ ସୁଶାନ୍ତ ଫେରୁଥିବା ଵେଳେ ନିଜ ବାଇକ ଦେଖି ପାଟି କରିଥିଲା। ଲୋକ ମାନେ ରୁଣ୍ଡ ହେ।ଇ ପଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନାକୁ ଖବର ଦେଇଥିଲେ। ସେମାନେ ଵାଇକ୍ ଦୁଇଟି ସହ ପଟ୍ଟାମୁଣ୍ଡାଇ ଥାନା କଖାରୁଣୀ ଗ୍ରାମର ଜଣେ ନାବାଳକ ସହିତ ଖଡିଅଣ୍ଟା ଗ୍ରାମର ସୁବ୍ରତ ମଳିକଙ୍କୁ ରାଜନଗର ପେ।ଲିସକୁ ହସ୍ତାନ୍ତର କରାଯାଇଛି। ଆଇଆଇସି ଶ୍ରୀ ନରେଶ କୁମାର ସାହୁ ଅଧିକ ତଦନ୍ତ କରି ବାଇକ୍ ଚେ।ର ଗ୍ୟାଙ୍ଗର ଫର୍ଦା ଫାସ କରିବା ଉଦ୍ଦେଶ୍ୟରେ କେଶ କରି ଅଧିକ ତଦନ୍ତ ଜାରି ରଖିଛନ୍ତି। ଅପର ପକ୍ଷରେ ଦୁର୍ବୁତ୍ତ ମାନେ ପୋଲିସ କୁ ଚାଲେଞ୍ଜ କରି ଥାନା ଗେଟରୁ ମାତ୍ର ପ୍ରାୟ ୩୦ ମିଟର ଦୂରରେ ଦେକାନ ଘର କାନ୍ଥ ଭାଙ୍ଗି ପ୍ରାୟ 40 ଲକ୍ଷ ଟଙ୍କାର ପୀତଳ ଓ କଂସାବାସନ ଚେ।ରି କରି ନେଇ ଥିବା ରାଜନଗର ଥାନାରେ ଅଭିଯେ।ଗ ହେ।ଇଛି।ଦେଖାଯାଉ ଦେ।କାନରୁ ଚୋରି କରିଥିବା ଚୋର କେବେ ଧରାଯିବ ତାହା ଅପେକ୍ଷାରେ ଜନତା।

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ

Related posts

ASIT PATTANAYAK, DY. RANGER, BISRA FOREST RANGE, ROURKELA FOREST DIVISION NABBED BY ODISHA VIGILANCE WHILE TAKING BRIBE RS 18,000/- FROM A VEHICLE OWNER TO RELEASE HIS HIRE CHARGES

masiha

ବିଶୋଇ ସାପ୍ତାହିକ ହାଟରେ ବେଆଇନ ଗୋମାଂସ ବିକ୍ରି ମାମଲାରେ ୪ ଜଣଙ୍କୁ କୋର୍ଟ ଚାଲାଣ

Sunil Chandra Nayak

ବିଧବାଙ୍କ ସହାୟତା ଟଙ୍କା ହଡ଼ପ ଘଟଣାକୁ ନେଇ ଥୁଆମୂଳ ରାମପୁର ଥାନାରେ ଅଭିଯୋଗ

Sunil Chandra Nayak

Leave a Comment

error: Content is protected !!