ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଜେପି ର ବିଜୟ ଉତ୍ସବ ପାଳିତ

ବିଜେପି ର ବିଜୟ ଉତ୍ସବ ପାଳିତ

ଜୁନାଗଡ଼,୧୪/୧୧(ମନୀସ)ଆଜି ଜୁନାଗଡ଼ ବିଜେପି ପାର୍ଟି ଅଫିସ ଠାରେ ନୂଆପଡା ଉପନିର୍ବାଚନ ଓ ବିହାର ନିର୍ବାଚନ ର ବିଜୟ ଉତ୍ସବ ପାଳନ ନଗର ସଭାପତି ଶ୍ରୀ ବିକ୍ରାନ୍ତ ପଟ୍ଟନାୟକ ଙ୍କ ଅଧକ୍ଷତା ରେ ପାଳନ କରାଗଲା l ସେଥିରେ ଜିଲ୍ଲା ମଣ୍ଡଳ ପ୍ରତିନିଧି ଶ୍ରୀ ଶିବରାମ ରାଉତ, ନଗର ଉପସଭାପତି ଶ୍ରୀ ରଞ୍ଜନ ଜାଲ, ସାଧାରଣ ସମ୍ପାଦକ ଶ୍ରୀ ରଞ୍ଜନ ରାଉତ, ମାଇନୋରୋଟୀ ସଭାପତି ଶ୍ରୀ ଏମ. ଡି. ସରିଫ, ଦାସିଙ୍ଗା ମଣ୍ଡଳ ସଭାପତି ଶ୍ରୀ ଅଂଶୁମାନ ଯୋଶୀ,କୋଷାଧକ୍ଷ ଶ୍ରୀ କୈଳାଶ ଖେମକା, ଉପସଭାପତି ଶ୍ରୀ ପପୁ ବୈଠାରୁ, ମୀନକେତନ ରଣା, ପ୍ରମୋଦ ବଣିଆ, ପବନ ନିଆଲ,ମୁରଲୀ କାଣ୍ଡ,ଦିଲୀପ ଭଣ୍ଡାରଘରିଆ, ସିପୁନ ସାହୁ ଓ ବିଜେପି କାର୍ଯ୍ୟକର୍ତା ଙ୍କ ଉପସ୍ଥିତି ରେ ବିଜୟ ଉତ୍ସବ ପାଳନ କରାଯାଇଥିଲା l 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ସିପିଆଇ କଟକ ନଗର କମିଟିର ବୈଠକ

Sunil Chandra Nayak

ଓଡ଼ିଶା ଜନତା କଂଗ୍ରେସର ବିଶାଳ କର୍ମୀ ସମ୍ମିଳନୀ ଅନୁଷ୍ଠିତ : ନୂଆ ଦଳର ଆହ୍ୱାନ ଦେଲେ ସଭାପତି ମହମ୍ମଦ ମୋକିମ 

ଉଜ୍ଜଳ ଗୁପ୍ତା ସୁବିଧାବାଦୀ, ଦୁର୍ନୀତି ଘୋଡାଇବାକୁ ବିଜେପିରେ ମିଶିଲେ: କଂଗ୍ରେସ

Sunil Chandra Nayak

Leave a Comment

error: Content is protected !!