ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନାୟକ ଅକ୍ଷୟ ରାଜହସ୍ତୀ ଙ୍କ କବିତା ବିଶ୍ୱ ମାତୃଦିବସ ଅବସରରେ

ବିଶ୍ୱ ମାତୃଦିବସ ଅବସରରେ

ଡାକି ଦେଲେ ମାଆ ଶୁଭେ ଆ ଆ

ଜନ୍ମ ଜନ୍ମାନ୍ତର ଯାଏ ,

 ସେନେହ ଆଶିଷ ବାତ୍ସଲ୍ୟର ରସ

 ନିମିଷେ ପରଷି ଦିଏ ।

ତା ପରି ହେବ ଆଉ କିଏ???

 ଯେତେ ଯୁଗ ସ୍ରଷ୍ଟା ଧର୍ମ କର୍ମ ସତ୍ତା

ସେ କୋଳରେ ଶୋଇଯାଏ ।

ମାଆ ନାଆଁ ଟି ମାଟି ରୁ ଆରମ୍ଭ

ଆକାଶେ ହୁଅଇ ଶେଷ,

ତା ଭାବ ଚନ୍ଦନ ସ୍ନେହ ମଧୁ ବନ

ବଚନ ଅମୃତ ରସ

ମାତୃ ଶକ୍ତି ନମସ୍ୟ

ପଣତ କାନିଟା ଅଭୟ ପତାକା 

ଦୂର କରେ ଦୁଃଖ କ୍ଲେଶ ।

ନାୟକ ଅକ୍ଷୟ ରାଜହସ୍ତୀ

ଢ଼େଙ୍କାନାଳ

Related posts

ସାହିତ୍ୟ ଅଗଣା

Sunil Chandra Nayak

ପ୍ରେମଶିଳା ବେହେରା ଙ୍କ କବିତା ହେ ଜାତୀୟ ପତାକା 

Sunil Chandra Nayak

ବାହାଘର ଭୋଜି ଖାଇ ନିଖୋଜ ଘଟଣା। ପରିତିକ୍ତ କୂଅ ଭିତରୁ କାର ସହ ଚାରି ଜଣ ଙ୍କ ମୃତ ଦେହ ଉଦ୍ଧାର

Sunil Chandra Nayak

Leave a Comment

error: Content is protected !!